Sunday 31 March 2019

ମୋତେ ଦିଅ ଅଧିକା ଗୋଟେ ଭୋଟ

ମୋତେ ଦିଅ ଅଧିକା ଗୋଟେ ଭୋଟ
ମୁଁ ହେବି ତୁମର ନେତା
ପଢିଲେ ପଢୁଥା ଜୀବନ ସାରା
କିନ୍ତୁ ବୋହିବ ମୋହର ଜୋତା

Saturday 30 March 2019

People are more than size of country

Vehicles more than buttocks
Mobiles are than the ears
People are more than size of country
Our progress is fantastic over the years !!!




ମାଷ୍ଟର ହେଲି ପିହେଚ୍ଡି କଲି 58 ବଯ଼ସକୁ ହେଲି ଅଯୋଗ୍ଯ଼

ମାଷ୍ଟର ହେଲି ପିହେଚ୍ଡି କଲି
58 ବଯ଼ସକୁ ହେଲି ଅଯୋଗ୍ଯ଼
ନବେ ବର୍ଷ ହେଲେବି ରାଜନେତା
ନିର୍ଦ୍ଧାରଣ କରନ୍ତି ଜନତା ଭାଗ୍ଯ଼

Wednesday 27 March 2019

Government banned polythene

Government banned polythene
But polythene is now free
Everywhere it is seen
From parliament to under tree

Alcohol is not compatible with wife

Alcohol makes liver sick
Alcohol costs life
Alcohol causes accident
Alcohol is not compatible with wife

As you carry lover's rose

What you have seen
None has seen so close !
Carry that value to eternity
As you carry lover's rose





Sunday 24 March 2019

Saturday 23 March 2019

ଟିିିକେଟ ପାଇଁକି ମହା କନ୍ଦଳ ଲାଗିଛି ଇଲେକ୍ସନ ଉତ୍ସବରେ

ଟିିିକେଟ ପାଇଁକି ମହା କନ୍ଦଳ
ଲାଗିଛି ଇଲେକ୍ସନ ଉତ୍ସବରେ
ଥରେ ପାଇଗଲେ ମନ୍ତ୍ରୀ ପଦ
ସାତ ପୁରୁଷ ଉଦ୍ଧାରିବରେ
କିଏ ଚଷିଲାଣି ପାଞ୍ଚ ବରଷ
କିଏ ଚଷିଲାଣି ପଚାଶ
ଯେଉଁ ବାଳୁଙ୍ଗାକୁ ସେଇ ବାଳୁଙ୍ଗା(ବେକାରି,ମଦ,ଦୁର୍ନିତୀ)
ହୁଡି ପକାନ୍ତି ଭୋଟ ଦିଅ ଆସ




    

ମହିଳା ଜଗଛନ୍ତି ମଦଭାଟିି

ପୁରୁଷ ପିଉଛନ୍ତି ମଦ
ମହିଳା  ଜଗଛନ୍ତି ମଦଭାଟିି
କିଏ ରହିଲ ଦେବ ଭୋଅଟ୍
କହିଲ  କରି ବଡ ପାଟିି





Friday 22 March 2019

Thursday 21 March 2019

Some work in closed door

What is a cause today 
Tomorrow ,it is a cure
Some donate heartily
Some work in closed door






Wishing Happy Holi 2019

Sun colours the day
Moon colours the night 
Let us colour each other 
Forget our old fight 

Tuesday 19 March 2019

Someone who fails seriously

Someone's strength is work
Someone's strength is politics
Someone who fails seriously
Does not know either tactics





Sunday 17 March 2019

Nothing is more melodious than a toddler's rhyme

Nothing is more valuable than time
Nothing is more melodious than a toddler's rhyme
Nothing is more helpful than a friend in need
Nothing is important than preventing a crime






Neither, I’m your enemy

Neither, I’m your enemy
Nor, You’re my enemy
Either are in search of truth
Isn't it correct, tell me?





Saturday 16 March 2019

Qualification is above you must

Are you going to vote?
First look for character
Qualification is above you must
Then choose your director(leader)





ଏ ଘର ମାଉସୀ ସେ ଘର ପିଉସୀ

ଏ ଘର ମାଉସୀ ସେ ଘର ପିଉସୀ
ଭଲା ବ୍ଯବସାଯ଼ ଏ ରାଜନୀତି !
ପଦବୀ ପାଇଁକି ଚରିତ୍ର ସଂହାର
ଏହି କ'ଣ ଆମର ଦେଶପ୍ରୀତିି ?




ଛାଗଳ ଘେନିଲେ ସେହି ପୁଷ୍ପମାଲ୍ଯ ସ୍ବଯମ୍ ବଳି ବଳି ପଡି ଥାଏ

ପୁଷ୍ପମାଲ୍ଯ ଲଭିଲେ ପ୍ରତିମାର ଗଳା
ପୁଷ୍ପ ଅହୋ ଭାଗ୍ଯ ଲଭି ଲାଏ
ଛାଗଳ ଘେନିଲେ ସେହି ପୁଷ୍ପମାଲ୍ଯ
ସ୍ବଯମ୍ ବଳି ବଳି ପଡି ଥାଏ





Friday 15 March 2019

All left me in memory lane

Oh! so many I met ! 
All left me in memory lane
They got down in their station
I am still in same life train





Tuesday 12 March 2019

ମଣିଷ କହିିଲେ ପୃଥିବୀ

ମଣିଷ କହିିଲେ ପୃଥିବୀ
ପୃଥିବୀ କହିିଲେ ମଣିଷ
ମଣିଷ ଖାଉଛି ଭୋଗ
ଅନ୍ଯ଼ଜୀବ ମାଟିର ଗଣେଷ

Tuesday 5 March 2019

ଚୋରର ବଳ ରାତି

ଚୋରର ବଳ ରାତି
ବିଷ ବଳେ ବଳୀ ସାପ
ଅଧିକାରୀର ବଳ କ୍ଷମତା
ବେଶ୍ଯ଼ାର ବଳ ରୂପ




Sunday 3 March 2019

Friday 1 March 2019