Thursday 31 December 2020

Wednesday 30 December 2020

କିଛି ବି ନୂଆ ନୁହେଁ ଏଠି କିଛି ବି ନୁହେଁ ଏଠି ପୁରୁଣା

 କିଛି ବି ନୂଆ ନୁହେଁ ଏଠି 

କିଛି ବି ନୁହେଁ ଏଠି ପୁରୁଣା

ସମସ୍ତେ ଭାଇ ଯିବା ନିଶ୍ଚିତ 

ଛାଡିକି  ଘର ବାଡ଼ି ଅଗଣା 





Tuesday 29 December 2020

ସଂସାର ସବୁଠୁଁ ସୁନ୍ଦର ମଣିଷ ଭିତରେ ଗୁଣ

 ସଂସାର ସବୁଠୁଁ ସୁନ୍ଦର

ମଣିଷ ଭିତରେ ଗୁଣ 

ସୁଝି ହୁଏନି ଜୀବନେ 

ମାତା ପିତାଙ୍କ ଋଣ 






ଘର ତିଆରି ଖାଇବା ତନ୍ତରେ ବୁଣା ଲୁଗା

 ଘର ତିଆରି ଖାଇବା

ତନ୍ତରେ ବୁଣା ଲୁଗା

ତୁଳିରେ ଅଙ୍କା ଚିତ୍ର 

କାଠରେ ଗଢା ଜଗା 



Sunday 27 December 2020

Saturday 26 December 2020

When you put on a mask Look smart and beautiful

 When you put on a mask 

Look smart and beautiful 

Covid-19 fails to infect 

You can work in houseful 






Friday 25 December 2020

Though all were hidden under mask

 None escaped from the Covid-19 Though all were hidden under mask The killed couldn't see the relatives +Ve were thrown into quarantine box

Every occasssion becomes party When every participant contributes

Every  occasssion becomes party 

When every participant contributes 

This world will not  have  proverty

If every rich something distributes

Thursday 24 December 2020

ଥିଲାବାଲାଙ୍କୁ ସମସ୍ତଙ୍କ ଆଦର ନଥିଲାକୁ ଆଦର କରନ୍ତି କିଛି

 ଥିଲାବାଲାଙ୍କୁ ସମସ୍ତଙ୍କ ଆଦର 

ନଥିଲାକୁ ଆଦର କରନ୍ତି କିଛି 

ଏ କିଛି ଳୋକଙ୍କୁ ସମସ୍ତଙ୍କ ଆଶା

ମୁଁ   ମନେ ମନେ ଭାରି ଖୋଜୁଛି 


Wednesday 23 December 2020

Painter paints on canvas What is already in mind

 Painter paints on canvas

What is already in mind

Rehearsal at home decides

What is the time to unwind? 



ଆପଣାର ଭାବି ଯାହାକୁ କହିଥିଲି ସିଏ ତା ନିଜ ଲୋକଙ୍କୁ କହିଲା

 ଆପଣାର ଭାବି ଯାହାକୁ କହିଥିଲି 

ସିଏ ତା ନିଜ ଲୋକଙ୍କୁ କହିଲା 

କଥାଟା ଯଦି ସମସ୍ତେ ଜାଣିଲେ 

ଏଥିରେ ଅଡୁଆ କେଉଁଠି ରହିଲା 


Monday 21 December 2020

ସମୟତ ଅପେକ୍ଷା କରେନା ଜମା ତୁମେ କେବେ ଭାବିଛ କି ନାହିଁ

ସମୟ ନଦେଇ ପାରିଲି ବୋଲି

କଣ ରାଗି  ଗଲକି ହେ ଭାଇ 

ସମୟତ ଅପେକ୍ଷା କରେନା ଜମା 

ତୁମେ କେବେ ଭାବିଛ କି ନାହିଁ  

Sunday 20 December 2020

ମୋର କାହାକୁ ବି ନାହିଁ ଡର ଅଧିକାରୀତ ମୋ ଉପରେ ଖୁସି

 ମୋର କାହାକୁ ବି ନାହିଁ ଡର

ଅଧିକାରୀତ ମୋ ଉପରେ ଖୁସି 

ସେ ଯାହା କହିଲେ ହଁ ମାରେ 

ମୋତେ ପୁରା ଯାଇଛନ୍ତି ଫସି 

Saturday 19 December 2020

ଗୋଟେ ବାଇଗଣ ଫଳିଲେ ବାଡ଼ିରେ ସବୁବେଳେ ମାଙ୍କଡକୁ ଥାଏ ଧ୍ୟାନ

 ଗୋଟେ ବାଇଗଣ ଫଳିଲେ ବାଡ଼ିରେ 

ସବୁବେଳେ ମାଙ୍କଡକୁ ଥାଏ ଧ୍ୟାନ 

ବଜାରରୁ ବାଇଗଣ କିଣିଲା ବେଳେ 

ପୋକରା ଖୋଜିବାରେ ଥାଏ ମନ  


Friday 18 December 2020

ବଡ ହେଇଗଲେ ଛୁଆ ନ ଲୋଡ଼ନ୍ତି ମା କାଖ

 ବଡ ହେଇଗଲେ ଛୁଆ 

ନ ଲୋଡ଼ନ୍ତି ମା କାଖ 

କ୍ଷମତା ହାତରୁ ଗଲେ 

ନ ମାଡ଼ନ୍ତି କେହି ପାଖ 



Thursday 17 December 2020

Love begets love

 Love begets love

Hate begets hate

The return is must

Today or a later date

It is Just one extra vote A gate pass to the cabinet

 It is Just one extra vote

A gate pass to the cabinet

No need 30yrs in education 

No need of any entrance test





If anyone of you belong to the general category Then go ,go to the far end of the que

 If anyone of  you belong to general category

Then go ,go to   the far end of the que

If anyhing would be left out after 3rd round

It would be given as management quota  to you





Tuesday 15 December 2020

ଲୁଚେଇ ସମସ୍ତ ଦୁଃଖକୁ ଫୁଲ ହସିପାରେ ଯେମିତି

 ଲୁଚେଇ ସମସ୍ତ  ଦୁଃଖକୁ 

ଫୁଲ ହସିପାରେ ଯେମିତି 

ମନଟା ଚୋରି ହେବା ଦିନୁ

ଚୋରକୁ ଖୋଜୁଛି ସେମିତି




Sunday 13 December 2020

What human disposes as garbage Is paradise for some species

 What human disposes as garbage

Is paradise for some species

Then  human goes  university

To search again and write Thesis



କେତେବେଳେ ଗରମ ପାଣି ଲାଞ୍ଜରେ ଫୋଟକା ଆଉ ଢେଲା

 କେତେବେଳେ ଗରମ ପାଣି 

ଲାଞ୍ଜରେ ଫୋଟକା ଆଉ ଢେଲା

ଆମେହେଲୁ ଦେଶୀ କୁକୁର ଛୁଆ 

ଗାଡି ଚକତଳେ ଜୀବନ ଗଲା  

Saturday 12 December 2020

କିଛି ଲୋକଙ୍କୁ ଅନ୍ଧକଲା ଅହଂକାର କିଛି ଲୋକଙ୍କୁ ଅନ୍ଧକଲା କ୍ଷମତା

 କିଛି  ଲୋକଙ୍କୁ ଅନ୍ଧକଲା ଅହଂକାର  

କିଛି ଲୋକଙ୍କୁ ଅନ୍ଧକଲା କ୍ଷମତା 

କିଛି ଲୋକଙ୍କୁ ଅନ୍ଧକଲା କ୍ରୋଧ    

କିଛି ଲୋକଙ୍କୁ ଅନ୍ଧକଲା ମମତା 



Thursday 10 December 2020

Wednesday 9 December 2020

Oh! the Kohinoor diamond Adjust to part of the ornament

 Oh! the Kohinoor, Oh! the  diamond among diamond

Please ,I request to adjust to part of the ornament

This would increase your value  significantly 

Like joy and  a tophi both from a won tournament 

'image.png' failed to upload.





Monday 7 December 2020

Sunday 6 December 2020

Saturday 5 December 2020

ସବୁ କିଆଁ ନେଉଛ ଘରକୁ କିଛି ଦେଉଦେଉନ ପରକୁ

 ସବୁ କିଆଁ  ନେଉଛ ଘରକୁ

କିଛି ଦେଉଦେଉନ  ପରକୁ 

ଦେଖିବ ସତ୍ୟ ନିଶ୍ଚେ ଆସିବ

ଉପାଡି ହିଂସାର ବାଡ଼କୁ 




Friday 4 December 2020

Don't try to understand me Try to understand my art

 Don't try to understand me

Try to  understand my art 

We are all same earthen pot

Performing assigned part 




ସଭିଙ୍କୁ ଲାଗେ ସୁନ୍ଦର ପିଲା ବୟସରେ ଲଣ୍ଡା

 କଦଳୀ ଗଛରେ ପେଣ୍ଡା

ଧାନ ଗଛରେ କେଣ୍ଡା

ସଭିଙ୍କୁ ଲାଗେ ସୁନ୍ଦର 

ପିଲା ବୟସରେ ଲଣ୍ଡା

ଆଉ କାହାକୁ ଦେଇଦେବ ମୋତେ ନଦେଲେ ନାହିଁ

 ଆଉ କାହାକୁ ଦେଇଦେବ  

ମୋତେ ନଦେଲେ ନାହିଁ 

ଏଇଟା ସଂସାର ନିୟମ  

କିଛି ପାରିବନି ନେଇ 




Thursday 3 December 2020

There are only few researches "How much little I know"

 There are only few researches 

"How much little I  know"

Those who failed in love

Asked them ,they may show 


Tuesday 1 December 2020

ବନ୍ଧୁପଣ ଆମ ବିଡ଼ିବା ନିମନ୍ତେ ବିଧାତା ଦେଲା ବିପତ୍ତି ଦେଲା

 ବନ୍ଧୁପଣ ଆମ ବିଡ଼ିବା ନିମନ୍ତେ 

ବିଧାତା ଦେଲା ବିପତ୍ତି ଦେଲା 

କେହି ଯେଣୁ ନଆସିଲେ ଆମ୍ଭେ 

ବନ୍ଧୁତ୍ଵକୁ ସ୍ୱର୍ଗ ପ୍ରାପତ  ହେଲା