Sunday 28 February 2021

Monday 22 February 2021

Risk factors for premature ASCVD Are smoking,drinking, and drug

 Risk factors for premature ASCVD

Are smoking,drinking, and  drug

If you can't get rid of all of them 

Would kill by pleasant kiss and hug

Saturday 20 February 2021

Nothing is that simple in cath lab

 Nothing is that simple in cath lab 

Always stay prepared for the worst

Any amount of short fall in bail out

Would make the confidence into ghost



Thursday 18 February 2021

Monday 15 February 2021

A goat can not be innocent A chicken can not be good

 A goat can not be innocent

A chicken can not be good

But a human can be either

Cooks everyone else as  food 




Sunday 14 February 2021

ମନରେ ଭରି ହୃଦୟ ବ୍ୟଥା ଆଖିରେ ଭରି ଅକୁହା କଥା

 ମନରେ ଭରି ହୃଦୟ ବ୍ୟଥା 

ଆଖିରେ ଭରି ଅକୁହା କଥା

ସ୍ୱପ୍ନ ଭଳି ସବୁ ଅତୀତ ଆଜି 

ଗୋଟିଏ ଆତ୍ମାର ଦୁଇଟି ମଥା

Friday 12 February 2021

Hibernate under truth When time is too bad

 Hibernate under truth

When time is too bad

To live with truth alive  

It is not all that  hard




ଛାତ କୋଣରେ ଯେଉଁଠି ଗୁଟୁକା ଛେପ ପଡେ

 











ଛାତ କୋଣରେ ଯେଉଁଠି 
ଗୁଟୁକା ଛେପ ପଡେ
ଲାଗିଛି  ଦିଅଁଙ୍କ ଛବି 
ଦେଖିଲେ ଲାଜ ମାଡ଼େ



Thursday 11 February 2021

ବାଧିବା ଭଳି କଥା କହିଲେ ଅତି ଘନିଷ୍ଠତା ଘଡିକେ ତୁଟେ

 ଭୋର ହେଲେ ସିନ୍ଦୁର ଫାଟେ

ଗଙ୍ଗ ଶିଉଳି ରାତିରେ ଫୁଟେ 

ବାଧିବା ଭଳି କଥା କହିଲେ 

ଅତି ଘନିଷ୍ଠତା ଘଡିକେ ତୁଟେ 








Life is a probation period The completion is a formality

 Life is a probation period 

The completion is a formality

Who  wants to be permanent

Must have some abnormality 



Tuesday 9 February 2021

ନାଁ ମୋର ହେଉଛି ପଇସା ଡେଇଁ ବୁଲିବା ମୋ ବେଉସା

 ନାଁ ମୋର ହେଉଛି ପଇସା 

ଡେଇଁ ବୁଲିବା ମୋ ବେଉସା

ମୋତେ ଯିଏ ଜାବୁଡି ଧରେ 

ବାପାକୁ ଡାକେ ସେ  ମଉସା 

Sunday 7 February 2021

The paradox about truth All very much love it

 The paradox about truth is 

Everyone consider it as a treat  

During  time of self declaration 

 Most are  afraid  to express it

Saturday 6 February 2021

As long as you wish On earth you stay

 In very good health

Enjoy the whole day

As long as you wish 

On earth you  stay




ଆସିକି କାମ ଦେଖ ଲାଗିବ ଭାରି ମଜା

 ଏଠୁ ସେଠୁ ଶୁଣି କି 

ଦେଉଛ କିଆଁ ସଜା

ଆସିକି କାମ ଦେଖ 

ଲାଗିବ ଭାରି ମଜା 

ଦେଖୁ ଦେଖୁ ହଲାଏ ଲାଞ୍ଜ ଦେଖିକି ମୁଁ ଯାଏ ଲାଜେଇ

 ଦେଖୁ ଦେଖୁ ହଲାଏ ଲାଞ୍ଜ

ଦେଖିକି ମୁଁ ଯାଏ ଲାଜେଇ 

କୁକୁରଟା ବି ପ୍ରେମ ଜାଣିଛି 

ଭାବନାରେ ଦିଏ ହଜେଇ 


ଯୁଆଡେ ଯାଉଛ ଯାଉନ ବଞ୍ଚିବା ପାଇଁକି ଖାଇବା

 ଯୁଆଡେ ଯାଉଛ ଯାଉନ

ବଞ୍ଚିବା  ପାଇଁକି ଖାଇବା 

ଆରାମ ଯଦି ଖୋଜିବ

ନିଶ୍ଚେ କର ଭଲ ପାଇବା

Hate splits Love binds

 Hate splits

Love binds 

Two  rule 

All kinds

Friday 5 February 2021

କପଟିର ବଳ ଫାନ୍ଦ ଛୁଆଙ୍କର ବଳ କାନ୍ଦ

 କପଟିର ବଳ ଫାନ୍ଦ 

ଛୁଆଙ୍କର ବଳ କାନ୍ଦ

ତୃତୀୟର ହୁଏ ଲାଭ 

ଦିଜଣ କଲେ ଦ୍ଵନ୍ଦ 


Thursday 4 February 2021

ଅଣ୍ଡା ଦେଇ କରି ଉଡ଼ିଯାଏ କୋଇଲି ବସାରେ କୁଆ

 ହାତୀ ପିଠିରେ ମାହୁନ୍ତ ଚଳେ 

ମାଆ କୋଳରେ  ବଢେ ଛୁଆ 

ଅଣ୍ଡା ଦେଇ କରି ଉଡ଼ିଯାଏ 

କୋଇଲି ବସାରେ କୁଆ 

Tuesday 2 February 2021

ଏ ସଂସାର ଗୋଟେ ପୋଖରୀ କ୍ଷମତା ଥିଲାଵାଲା ବାଳିଆ

 ଏ ସଂସାର ଗୋଟେ ପୋଖରୀ 

କ୍ଷମତା ଥିଲାଵାଲା ବାଳିଆ

ଆଉ ସବୁ ହେଲେ ଚୁନା ମାଛ 

ତାଙ୍କର ଭରଷା  କାଳିଆ 

On the way, comes school,college, park

 The journey is really from one to oneself 

On the way, comes school,college, park  

The gain and loss are fifty and fifty 

Still then , pain and pleasure give   jerk




Monday 1 February 2021