Friday 30 March 2018

Smoking and alcohol are bad

ଜାଗିଉଠ ଗ୍ରାମବାସୀ
ତାତିଉଠ ସହରୀ
ଭାଙ୍ଗିଚାଲ ମଦଭାଟି
ଛାଡନାହିଁ କାହାରି
ଗୁଟୁୁକା ଉପରେ ପକା ଛେପ
ତମାଖୁ ଉପରେ ମୁତ
ପାନ ସିଗାରେଟ ନିଆଁରେ ପକା
ହାତରେ ମିଳାଅ ହାତ

ଚନ୍ଦ୍ରମାଠୁଁ ବଳି ଶୁଭ୍ର ମୁଁ ବାସ ଚନ୍ଦନଠୁଁ ବଳି ଚୈତ୍ର ମାସରେ ଫୁଟେ ନାଁ'ଟି ମୋର ମଲ୍ଲୀ

ଚନ୍ଦ୍ରମାଠୁଁ ବଳି ଶୁଭ୍ର ମୁଁ
ବାସ ଚନ୍ଦନଠୁଁ ବଳି
ଚୈତ୍ର ମାସରେ ଫୁଟେ 
ନାଁ'ଟି ମୋର ମଲ୍ଲୀ

ଛୁଟି ପରେ ଛୁଟି ଖସଡା ଯାଏ ଖସଡି ଶିକ୍ଷକ ବ୍ୟସ୍ତ ଧର୍ମ ଘଟରେ ବିଦ୍ୟାଳୟ ଯାଏ ଭୁଷୁଡି

ଛୁଟି ପରେ ଛୁଟି
ଖସଡା ଯାଏ ଖସଡି
ଶିକ୍ଷକ ବ୍ୟସ୍ତ ଧର୍ମ ଘଟରେ
ବିଦ୍ୟାଳୟ ଯାଏ ଭୁଷୁଡି