Sunday 31 October 2021

ଯେବେ ଗୀତ ହେଲା ସଙ୍ଗାତ

ଯେବେ ହୃଦୟ ଲାଗିଲା ଭାରି 

ତେବେ ଆଖିରୁ ଝରିଲା ଲୁହ  

ଯେବେ ଗୀତ ହେଲା ସଙ୍ଗାତ

ତେବେ ଜୀବନେ ଭରିଲା ମୋହ 





ହୃଦୟ ଲଭିଲା ସଙ୍ଗୀତ ସ୍ପର୍ଶ

 ପବନଦୀପ ହେଲା ଅରୁଦୀପ

ସଂଗୀତ ହେଲା ଜୀବନର ଶ୍ଵାସ

ସମସ୍ତେ ଗୁଣୁ ଗୁଣୁରେ ବ୍ୟସ୍ତ 

ହୃଦୟ ଲଭିଲା ସଙ୍ଗୀତ ସ୍ପର୍ଶ  

ଯାହା ନୂପୁରକୁ କରେ ଅଧୀର

 ଯାହା ମନ କରେ ଗୁଣୁଗୁଣୁ

ଯାହା ନୂପୁରକୁ କରେ ଅଧୀର 

ତନୁ ପାରିହୋଇ ଯାହା ହୃଦୟ ଛୁଏଁ

ସେ ଗୀତ ଶୁଣି ପାରେ ବଧିର  

ଆଖିରେ ଥିଲେ ସ୍ବପ୍ନ

 ଆଖିରେ ଥିଲେ ସ୍ବପ୍ନ

ଆଦୌ ହୁଏନା ନିିଦ

ଯିଏ ପ୍ରକୃତରେ ବ୍ରାହ୍ମଣ

ନ ଥାଏ ତା ହିଂସା ବାଦ

Saturday 30 October 2021

Friday 29 October 2021

Truth vs lie

 As sun rises in the sky

Heat melts the snow

What is the real truth?

I am sure, you know-----[1]


Those who would win

Never ever shout

Truth comes late

There is no doubt ---[2]


Those who would lose

Never ever cry

How heavy may be tear

All will slowly dry----[3]


Lier will carry the lie

Truth will carry light

This is what is life

Do enjoy the fight ---[4]


ଆଖି କାନ ମନ ଜିଦି ଧରେ

 ସେ ଯୋଡି ପବନ ଆଉ ଅରୁ

ଯିଏ ଗାଇଲେ ହୃଦୟ ଭରେ 

ଆଖି କାନ ମନ ଜିଦି କରେ 

ପୁଣି ଶୁଣିବାକୁ ଆଉ ଥରେ 





Thursday 28 October 2021

ଗୌଡ଼ ଯଦି ପନା ଖାଲି କରେ

 ଗୌଡ଼ ଯଦି ପନା ଖାଲି କରେ

ବାଡ଼ ଯଦି ଖାଇ ଯାଏ  ଫସଲ

ବାଛୁରୀ ଶରୀର କ୍ଷୀଣ ହୁଏ 

ଚାଷୀର ଗୁଡ଼ୁମ ହୁଏ ଅକଲ 

When the heart is heavy

 When the pot is filled 

Water spills to the floor

When the heart is heavy 

Eye is filled with tear




Monday 25 October 2021

Whatever you did

Whatever you did 

It touched my heart

Wish  all the best

Always do that 


Until you are tired

 Whatever you do do 

Need  a lot of awards  

Try to give the  best 

Until  you  are tired






Sunday 24 October 2021

Ostial stenting is an art

 Ostial stenting is an art

Sir, what do you say?

If visual acuity is poor

The operator must pay 






Saturday 23 October 2021

What about them

 To be away from a doctor 

Everyday eat an apple 

What about them 

Who can't afford 

A pair of chappal 

Sunlight on grass blade!

Sunlight on grass blade!

 How dazzles a drop of dew! 

Arudeep that nostalgic!

The world loves you !





Friday 22 October 2021

Dedicated to my father and my elder father

 ଆସ ଦୟା ଶାନ୍ତି ପ୍ରେମ  

ଅଭିଯୋଗ ହେଲା ଶେଷ  

ଅଭିମାନ ଆସ ଦୁରେଇ 

ଆସ ଅନ୍ତରେ ଭରି ହସ 





Thursday 21 October 2021

ଯାହା ପାଇଲେ ଘରକୁ ନେବି

ବେଳ ଗଲାଣି ଘରକୁ ଯିବି

ଯାହା ପାଇଲେ ଘରକୁ ନେବି 

 କିଛି ବଳି ପଡିଲା ସିନା 

ଆଉ କାହାକୁ ଦେବି


Wednesday 20 October 2021

ସ୍ପର୍ଶରେ ଯାହାର ଦାଗ ଲାଗି ଯାଏ

 ବହୁରୂପୀ ଭଳି ବେଶ ବଦଳେଇ 

ମନ ମୋହୁ ଥାଏ ଏ ବିଶ୍ୱର 

ସ୍ପର୍ଶରେ ଯାହାର ଦାଗ ଲାଗି ଯାଏ  

ସେ ବୋଲାଏ ଜଗତେ କଳାକାର




Tuesday 19 October 2021

Dedicated to Indian Idols Season-12

 One right and one left 

Like a pair of chapal

Everyone love Arudeep 

Wish ,be a real couple




ସେ ନିଶ୍ଚେ ବୋହୁରୁପିଆ ଟିଏ

 ଦୁଃଖ ବାଣ୍ଟିବାକୁ ସବୁଠି ଭିଡ଼

ଭାଇ ଏଠି ସୁଖ ବାଣ୍ଟୁଛି  କିଏ 

ସୁଖ ଦୁଃଖଠୁଁ ଯେ ଦୂରରେ 

ସେ ନିଶ୍ଚେ ବୋହୁରୁପିଆ ଟିଏ  





ଚାଲ ସାଙ୍ଗ ଜୋତା ବଦଳେଇ ଦେବା

 ଚାଲ ସାଙ୍ଗ ଜୋତା ବଦଳେଇ ଦେବା 

ବହୁତ ବହୁତ ହେଲାଣିରେ ଡେରି

ମଣିଷ ହେଇକି ଜନମ ହୋଇଥିଲେ 

କଣ କିଛି ଗୋଟେ ନକରି ଯିବା ମରି




Monday 18 October 2021

କର୍ତବ୍ୟର ଅନ୍ୟ ନାମ ଯତ୍ନ

 ସମୟର ଅନ୍ୟ ନାମ ସ୍ୱପ୍ନ

କର୍ତବ୍ୟର ଅନ୍ୟ ନାମ ଯତ୍ନ 

ବୁଝିପାରି ଯିଏ ସାଧିପାରେ 

ସେ କେବଳ ଲଭେ ରତ୍ନ 




Even God took incarnation

 One truth and one innocent 

Became very close friend

Even God took incarnation

To follow them till end  





Today you are the best

 I do not know tomorrow

Today you are the best

To remain on the  top

Never take rest 


Sunday 17 October 2021

The safety is a big concern

 Always ensure close follow up 

Who does love intervention

The safety is a big concern 

Say protocol or a convention 



To rise further higher

 Intelligent became rich

Powerful became leader

To rise further higher 

Required a moral ladder






Saturday 16 October 2021

ମୁଁ ପରା ଅନନ୍ତ ପଥର ଯାତ୍ରୀ

 ମୋର ବୋଲି ଯାହା ଦେଖୁଛ 

ସବୁ ହେଉଛି ସମୁଦ୍ର ଜୁଆର

ମୁଁ ପରା ଅନନ୍ତ ପଥର ଯାତ୍ରୀ

ନାହିଁ ନାହିଁ ମୋ ଘର ଦୁଆର 





Thursday 14 October 2021

ଦଶହରା ୧୫ -୧୦- ୦୧୧

 ଅଭିମାନ କଲେ ଅନ୍ଧ

କାନ୍ଧୁ ଖସି ପଡେ ଶିର

ରାବଣ ନ ପାରିଲା ବର୍ତ୍ତି

କ୍ଷୀଣ ହେଲା ବ୍ରହ୍ମା ବର






Wednesday 13 October 2021

Wednesday 6 October 2021

Most of things don't know

 Most of things I don't know 

Past ,forgot almost all 

At best, I may be a student 

 Can't be a teacher at all 

Tuesday 5 October 2021

If information did not help

 If knowledge didn't help

Use your own wisdom

Most of times it works

Comfortable one's kingdom 

If your heart is full

 If your heart is full

Keep me in the mind 

I would be grateful 

If you would be kind


Sunday 3 October 2021

To meet expectations

 To meet expectation

Couldn't meet my life

Couldn't catch bus to home

Failed to talk to wife