Wednesday 20 October 2021

ସ୍ପର୍ଶରେ ଯାହାର ଦାଗ ଲାଗି ଯାଏ

 ବହୁରୂପୀ ଭଳି ବେଶ ବଦଳେଇ 

ମନ ମୋହୁ ଥାଏ ଏ ବିଶ୍ୱର 

ସ୍ପର୍ଶରେ ଯାହାର ଦାଗ ଲାଗି ଯାଏ  

ସେ ବୋଲାଏ ଜଗତେ କଳାକାର




No comments:

Post a Comment