Tuesday 29 March 2022

ମାନବ ଦେହ ପାଇ ମୁକତି କଲେ ଆଶ ପଥଟି ଦାସ ଭାଵ କାଟେ ଭଵ ଫାସ

Monday 28 March 2022

Hi blessed cute Arudeep Your voice so sweet ! When I hear you my love I forget my all duty

Sunday 27 March 2022

When you pay and publish

If you can pay and publish You can buy high impact factor Therefore,the interviewers must Read the published matter

Saturday 26 March 2022

ପୃଥିବୀଟା ସାରା ପଡିଛି ହୁରି

ଅରୁଦୀପ ଯୋଡି ସୁନ୍ଦର ଭାରି ପୃଥିବୀଟା ସାରା ପଡିଛି ହୁରି ରାଧାକୃଷ୍ଣ ଅବା ହରପାର୍ବତୀ କଣ୍ଠରୁ ଅମୃତ ପଡୁଛି ଝରି

Saturday 19 March 2022

ଯିଏ ନ ଫେରିବ ଆଉ

ଯିଏ ନ ଫେରିବ ଆଉ ତାକୁ ବେଶୀ ମନ ଝୁରେ କାହିଁକି ଯେ ମନ ଦେଲି ନିତି ନିତି ଝୁରି ମରେ

ସଭିଏଁ ତା ଲାଗି ଅଧୀର

ଅନ୍ଧ ଯାହା ପରେ ଦେଖି ଶୁଣି ପାରେ ଯାହା ବଧିର ପଙ୍ଗୁ କୁ ଯା ନୁହେଁ ଦୂର ସଭିଏଁ ତା ଲାଗି ଅଧୀର

Friday 18 March 2022

ଦେହ ବୋଳା ରଙ୍ଗ ମନରେ ଲଗାଇ

ଦେହ ବୋଳା ରଙ୍ଗ ମନରେ ଲଗାଇ ସେ ଦିନ ସେ ହୋଲି ତ ଚାଲିଗଲା ମୁଁହରେ ନ କହି ଯାହା ଆଖିରେ କହିଲ ସବୁ ଦିନ ସ୍ମୃତି ହୋଇ ରହିଗଲା

Saturday 12 March 2022

ମନକୁ ଯା ଛୁଇଁ ଥାଏ

ସମୟ ତ ବହି ଯାଏ ଗୀତଟିଏ ଗାଉଥାଏ ସ୍ମୃତି ଫୁଲ ହୋଇ ଫୁଟେ ମନକୁ ଯା ଛୁଇଁ ଥାଏ

Saturday 5 March 2022

ଆଖିରେ ଦେଖିବି ବଂଶୀ ବଦନ

ଲୋଡ଼ା ନାହିଁ ଧନ ମାନ ସନମାନ ଅଥବା ଇନ୍ଦ୍ରପଦ ଚିର ଯୌବନ ମରଣ କାଳରେ ଦରଶନ ଦେବ ଆଖିରେ ଦେଖିବି ବଂଶୀ ବଦନ

ଦେହ ସେବୁ ଥାଇ ଦେହୀ

ଦିବସ ହେଉ ବା ରଜନୀ ଅବର୍ଣ୍ଣନୀୟ ଶୋଭା ମହୀ ବିନା ନୂପୁରରେ ସଙ୍ଗୀତ ଦେହ ସେବୁ ଥାଇ ଦେହୀ

ଗୋଟିଏ ପେନ୍ଥାର ଫୁଲ

ଗୋଟିଏ ପେନ୍ଥାର ଫୁଲ କେ ନୁହେଁ କାହାଠୁଁ ଉଣା ଗୋଟିଏ ସ୍ରଷ୍ଠାର ସୃଷ୍ଟି ବିଧାତା ନାମରେ ଜଣା

As the time goes and goes

Distance increases and increases As the time goes and goes Today, also I can touch and feel Your first given look and rose

Tuesday 1 March 2022

ସମୁଦ୍ର ଯେଉଁଠି ଆକାଶ ଛୁଏଁ

ସମୁଦ୍ର ଯେଉଁଠି ଆକାଶ ଛୁଏଁ ସେଇଠି ମୋ ପ୍ରିୟାର ଘର ମନ ଝରକାରୁ ପାଖ ଲାଗେ ଆଖିଠୁଁ ବହୁତ ବହୁତ ଦୂର