Friday 26 January 2018

କେବେ ନା କେଉଁଠି ଦେଖା ହେବ ସ୍ମୃତିର ଝରକା ଖୋଲି ଯିବ ନୂଆ ବର୍ଷରେ ଅନୁରୋଧ ମୁରୁକି ଟିକିଏ ହସି ଦେବ

କେବେ ନା କେଉଁଠି ଦେଖା ହେବ
ସ୍ମତିର ଝରକା ଖୋଲି ଯିବ
ନୂଆ ବର୍ଷରେ ଅନୁରୋଧ
ମୁରୁକି ଟିକିଏ ହସି ଦେବ