Friday 20 April 2018

ମନରେ ଲୁଚାଇ ରଖିଥା ଦିନେ ପାଉଥିଲେ ଭଲ ଉଠି ଆସିବି ମୁଁ ସମାଧିରୁ କେବେ ଯଦି ସ୍ମତିର ପେଡି ଖୋଲ

ମନରେ ଲୁଚାଇ ରଖିଥା
ଦିନେ ପାଉଥିଲେ ଭଲ
ଉଠି ଆସିବି ମୁଁ ସମାଧିରୁ
କେବେ ଯଦି ସ୍ମତିର ପେଡି ଖୋଲ

Tuesday 17 April 2018

ଅଭାବ ଯେବେ ଶ୍ବାସ ରୁନ୍ଧେ ବିବେକିି କହେ ଅଛି ବାଟ ଅବିବେକି କହେ ସବୁ ସରିଗଲା ବେଳାତ ହେବାର ନଷ୍ଟ

ଅଭାବ ଯେବେ ଶ୍ବାସ ରୁନ୍ଧେ
ବିବେକିି କହେ ଅଛି ବାଟ
ଅବିବେକି କହେ ସବୁ ସରିଗଲା
ବେଳାତ ହେବାର ନଷ୍ଟ