Millions are waiting for justice
Billions are waiting for school
The world is behind one mask
Hope, 2021 has a healing tool
Millions are waiting for justice
Billions are waiting for school
The world is behind one mask
Hope, 2021 has a healing tool
None escaped from the Covid-19 Though all were hidden under mask The killed couldn't see the relatives +Ve were thrown into quarantine box
Every occasssion becomes party
When every participant contributes
This world will not have proverty
If every rich something distributes
ଥିଲାବାଲାଙ୍କୁ ସମସ୍ତଙ୍କ ଆଦର
ନଥିଲାକୁ ଆଦର କରନ୍ତି କିଛି
ଏ କିଛି ଳୋକଙ୍କୁ ସମସ୍ତଙ୍କ ଆଶା
ମୁଁ ମନେ ମନେ ଭାରି ଖୋଜୁଛି
ଆପଣାର ଭାବି ଯାହାକୁ କହିଥିଲି
ସିଏ ତା ନିଜ ଲୋକଙ୍କୁ କହିଲା
କଥାଟା ଯଦି ସମସ୍ତେ ଜାଣିଲେ
ଏଥିରେ ଅଡୁଆ କେଉଁଠି ରହିଲା
ସମୟ ନଦେଇ ପାରିଲି ବୋଲି
କଣ ରାଗି ଗଲକି ହେ ଭାଇ
ସମୟତ ଅପେକ୍ଷା କରେନା ଜମା
ତୁମେ କେବେ ଭାବିଛ କି ନାହିଁ
ମୋର କାହାକୁ ବି ନାହିଁ ଡର
ଅଧିକାରୀତ ମୋ ଉପରେ ଖୁସି
ସେ ଯାହା କହିଲେ ହଁ ମାରେ
ମୋତେ ପୁରା ଯାଇଛନ୍ତି ଫସି
ଗୋଟେ ବାଇଗଣ ଫଳିଲେ ବାଡ଼ିରେ
ସବୁବେଳେ ମାଙ୍କଡକୁ ଥାଏ ଧ୍ୟାନ
ବଜାରରୁ ବାଇଗଣ କିଣିଲା ବେଳେ
ପୋକରା ଖୋଜିବାରେ ଥାଏ ମନ
It is Just one extra vote
A gate pass to the cabinet
No need 30yrs in education
No need of any entrance test
If anyone of you belong to general category
Then go ,go to the far end of the que
If anyhing would be left out after 3rd round
It would be given as management quota to you
What human disposes as garbage
Is paradise for some species
Then human goes university
To search again and write Thesis
କେତେବେଳେ ଗରମ ପାଣି
ଲାଞ୍ଜରେ ଫୋଟକା ଆଉ ଢେଲା
ଆମେହେଲୁ ଦେଶୀ କୁକୁର ଛୁଆ
ଗାଡି ଚକତଳେ ଜୀବନ ଗଲା
କିଛି ଲୋକଙ୍କୁ ଅନ୍ଧକଲା ଅହଂକାର
କିଛି ଲୋକଙ୍କୁ ଅନ୍ଧକଲା କ୍ଷମତା
କିଛି ଲୋକଙ୍କୁ ଅନ୍ଧକଲା କ୍ରୋଧ
କିଛି ଲୋକଙ୍କୁ ଅନ୍ଧକଲା ମମତା
Crime lodged an FIR
Criminal came to court
Both are waiting for justice
Paying time and note
Oh! the Kohinoor, Oh! the diamond among diamond
Please ,I request to adjust to part of the ornament
This would increase your value significantly
Like joy and a tophi both from a won tournament
We miss the jungle
Climbing on a tree
Sometimes, zoom out
For better vision free
Not happy to spend money
For the needy and sick people
You can't either please God
Even daily going temple
ସବୁ କିଆଁ ନେଉଛ ଘରକୁ
କିଛି ଦେଉଦେଉନ ପରକୁ
ଦେଖିବ ସତ୍ୟ ନିଶ୍ଚେ ଆସିବ
ଉପାଡି ହିଂସାର ବାଡ଼କୁ
Don't try to understand me
Try to understand my art
We are all same earthen pot
Performing assigned part
କଦଳୀ ଗଛରେ ପେଣ୍ଡା
ଧାନ ଗଛରେ କେଣ୍ଡା
ସଭିଙ୍କୁ ଲାଗେ ସୁନ୍ଦର
ପିଲା ବୟସରେ ଲଣ୍ଡା
There are only few researches
"How much little I know"
Those who failed in love
Asked them ,they may show
ବନ୍ଧୁପଣ ଆମ ବିଡ଼ିବା ନିମନ୍ତେ
ବିଧାତା ଦେଲା ବିପତ୍ତି ଦେଲା
କେହି ଯେଣୁ ନଆସିଲେ ଆମ୍ଭେ
ବନ୍ଧୁତ୍ଵକୁ ସ୍ୱର୍ଗ ପ୍ରାପତ ହେଲା
Please, inform to your family
If alcohol is troubling to you
Almost all are de-addicted
Boss, you are in the que
ଦେଇନାହିଁ ବୋଲି
ନ ପାରେ ମାଗି
ସେଥି ଲାଗି ବନ୍ଧୁ
ନ ଯିବ ରାଗି
Box is more beautiful than tiffin
Coffin is more peaceful than death
It is not possible to give up
With the Himalayan height faith
When an effort is too big
It does result in big comfort
Give credit to all contributors
When submitting final report
If the first step goes wrong
Do not advance 2nd step
One life won't be enough
To fill the significant gap
If Ayush will operate patients
Who would undergo surgery
Law maker or law breaker ?
Or both will end in doing forgery
Oh , the most beloved
Oh, the ultimate bliss
Today, is yours birth day
Bless enough to unleash
On birth day satyasai baba 23-1-2026
Have less friends
Don't at all bend
If it's for justice
Fight to the end
If road condition is good
Try to focus destination
If both are beyond reach
Look for an innovation
If your decision scares self
Still time ,take a you U turn
Good and bad are relatives
Fight is routine, can't adjourn
The moon and Sun are same for all
They keep us alive and offer light
The line of control is made by ugly
Should not be the reason for fight
Use others time nicely
If you can return in time
If exchange is not complete
May force someone to crying
Two things are found in heart
One is love and other is hate
Exchange is absolutely mutual
There is no concession in rate
ଧର୍ମରାଜ ସ୍ୱର୍ଗ ନଯାଇ ପାରିଲେ
ବିଷ୍ଠାରେ କାଣି ଆଙ୍ଗୁଠି ନବୁଡ଼ାଇ
ଯେତେ ପୁଣ୍ୟବଳ ଥାଉନା କାହିଁକି
ଏକ ଛୋଟ ପାପକୁ ନହୁଏ ଏଡାଇ
କେତେ ଥର ତୁମକୁ କହିଲିଣି
ମୋ ମୋବାଇଲି ଛୁଇଁବ ନାହିଁ
ତୁମକୁ ବାହାହେଲି କଣ ହେଲା
ମୋର କଣ ବ୍ୟକ୍ତିଗତ କିଛି ନାହିଁ
Beauty and fragrance
Hidden in the the bud
Patience would unfold
Long back already told
ଦେଉପଛେ ଅନୀତି ହୁଙ୍କାର
କରୋନା କାଢୁଛି କାଢୁ ଖଙ୍କାର
ତୋ ଘରେତ ପହଁଚୁଛି ମଦ
ଭୟନାହିଁରେ ଶିକ୍ଷିତ ବେକାର
ଡାଳକୁ ଯେମିତି ବାଦୁଡ଼ି
ଧର୍ମକୁ ଧରିଥା ଜାବୁଡି
ତିନିଯୁଗେ ଧର୍ମ ଧରାକୁ ଧରିଛି
କଳିରେ ନଦିଅ ଫୋପାଡ଼ି
ମୋ ସାଙ୍ଗ ହେବାଲାଗି କହୁଛ
ହେଲେ ମୋତେ କି ଅଛି ତର
କାଳଯମକୁ କଣ ବିଶ୍ୱାସ କହୁନ ?
କେତେବେଳେ ପଠେଇବ ଚର
ଆମ ସାଙ୍ଗରେ ଯାତ୍ରା କଲେ କଣ ହେଲା
କଣ ସମସ୍ତେ ହେବେ କି ଆମ ପଡିଶା
ଗୋଟିଏ ପୋଖରୀରେ ରହି କି ସୁଦ୍ଧା
ପ୍ରତିଦିନ ବାଳିଆ ଗିଳି ପକାଏ ଗଡ଼ିଶା
ମାଆବାପା ପାଇଁ ଘରେ ନାହିଁ ଜାଗା
ମୋ ମୋବାଇଲିଟା ଆପ୍ପରେ ଭର୍ତ୍ତି
କେଉଁ ବର୍ଗରେ ମୁଁ ଯାଉଛି ଭାଇ
ଜ୍ଞ୍ୟାନି ,ଜିଜ୍ଞ୍ୟାସୁ,ଅର୍ଥାର୍ତି ନା ଆର୍ତ୍ତି ?
ଆଜି ନହେଲେ କାଲି
ତୁମେତ ଯିବ ଚାଲି
ତୁମ ପାଇଁକି କାହିଁକି
ଖାଇବି ମୁଁହି ଗାଳି
ଖଟାମିଠା ଆଚାର ଜେଟା
ଯାହା ସଭିଏଁ ଖାଇଥିଲେ ମିଶି
ତାକେ ପାସୋରି ପାରେ ନାଇଁ ସାଙ୍ଗ
ଆଜି ବଛର ୩୦ ପୁରିଲାନ ଆସି
ତୁମେ ଦୁରେଇ ଗଲେ ଲାଗେ କାନ୍ଦ
ତୁମେ ପାଖେଇ ଆସିଲେ ଭାବେ ମନ୍ଦ
ମୋତେ କହିବ କି ବନ୍ଧୁ କହିବ କି
କେମିତି ସୁଧାରିବି ମୋର ଦ୍ଵନ୍ଦ
ମନ୍ଦିରୁ କିବା ଶୁଭେ ଶୁଭ ଶଙ୍ଖ ଧ୍ୱନି
କରୋନା କି ଛାଡିଲା ଭାରତ !
ରାଜା ପ୍ରଜାଙ୍କର ଦୁଃଖ ନସହିଣ
ପ୍ରଭୁ ହେ ଚକ୍ରରେ ଛେଦିଲ ଆରତ
ଦେଖା ହେଲା ପରେ ବି
ମନେ ପକେଇବାକୁ ପଡେ
ତୁମେ କେମିତି ସାଙ୍ଗ ,ହେ
ଭାବିଲେ ହସ ମାଡ଼େ
People want to be liked and respected
But our instincts about how to impress
This results in serious misunderstanding
One blames other directly face to face
Some are immortal by their defeat
Some are immortal by their victory
Those who could not give their best
Took home the remark “unsatisfactory”
True happiness is within
Some increase or decrease
Those who are unaware
Search it in palm crease
ତୁମର ସେଠି ସଂଜ ପ୍ରହର
ଆମର ଭାଇ ଏଠି ସକାଳ
ତୁମ ଜଳଖିଆ ପିଜା ବର୍ଗର
ଆମର ବଢିଚୁରାକୁ ପଖାଳ
Some realize now
Some realize late
Most of them good
Whomever we met
ଅଗ୍ନିରେ ପତିତ ସୁନା
ଚମକେ ଯେହ୍ନେ ବିଜୁଳି
ଭାଗ୍ୟେଯା ଲେଖା ମହାପ୍ରସାଦ
ତାର କିବା ଲୋଡ଼ା ଥାଳି
You are the most beautiful
Made by God in his own hand
Not requires else certificate
Yourself is the divine brand
କର୍ମ କେବଳ ବାନ୍ଧି ପକାଏ
ଏଇଟା ହେଉ କି ସେଇଟା
ଭଲ କାମ ଶୁଣାଏ ପ୍ରଂଶସା
ମନ୍ଦ କାମ ଖୁଆଏ ଗୋଇଠା
Do not arrow an innocent person
Almighty would never pardon
Truth would drag into hell
Even if protected by power cordon
କୃଷ୍ଣ ଅବତରିଲେ ରାମ ଅବତରିଲେ
କଣ ଭାବୁଛ ସୁଧୁରି ଯାଇଛନ୍ତି ଲୋକ
କରୋନା ବନ୍ଦ କଲା ମନ୍ଦିର ମସଜିଦ
କିନ୍ତୁ ଲୋକ ମଦ ପିଇଲେ ଢକ ଢକ
Politicians are welcomed to paraphrase the constitution
When most of them have not read once it before
OMG! When the innocent citizens would realize that
Politicians must have a degree for accepting this offer
Not knowing the artist
Fell in love with the art
In every piece of heart catching
It was artist's own heart
During lockdown ,one husband and I
Went shopping,both had mask
Someone exchanged with me
Ashamed how much,please don't ask