ତୁମେ ଦୁରେଇ ଗଲେ ଲାଗେ କାନ୍ଦ
ତୁମେ ପାଖେଇ ଆସିଲେ ଭାବେ ମନ୍ଦ
ମୋତେ କହିବ କି ବନ୍ଧୁ କହିବ କି
କେମିତି ସୁଧାରିବି ମୋର ଦ୍ଵନ୍ଦ
No comments:
Post a Comment