ଧର୍ମରାଜ ସ୍ୱର୍ଗ ନଯାଇ ପାରିଲେ
ବିଷ୍ଠାରେ କାଣି ଆଙ୍ଗୁଠି ନବୁଡ଼ାଇ
ଯେତେ ପୁଣ୍ୟବଳ ଥାଉନା କାହିଁକି
ଏକ ଛୋଟ ପାପକୁ ନହୁଏ ଏଡାଇ
No comments:
Post a Comment