Thursday 30 July 2020

Monday 27 July 2020

ପସନ୍ଦ କରବା ନକର ନିର୍ଧାରିତ ମୋର ମୁଲ

ବିଧାତା ମୋହର ମାଳି 
ମୁଁତ ଠାକୁର ବାଡ଼ି ଫୁଲ
ପସନ୍ଦ କରବା  ନକର 
 ନିର୍ଧାରିତ ମୋର ମୁଲ



Saturday 25 July 2020

Being blamed a lot

Being blamed a lot
Not having any dot
Go for hibernation
Allow to fill a pot

You are challanged

You are challanged !
It is most aspicious
Perform the best
Be not suspicious 

Who loves you in the back

Who loves you in the  back
Does also love in the dark
The soulmet can't be known
Without a long long walk

Also,stop doing bad

Stopped doing good Also,stop doing bad Everything would be lost Whatever all you had

Thursday 16 July 2020

ପିଉ ଥାଅ ନିତି କାଢା

ପିଉ ଥାଅ ନିତି କାଢା
ତୁଣ୍ଡି ବାନ୍ଧୁଥାଅ ଭିଡି
ଗହଳିକୁ କଲେ ଜୁହାର
କରୋନା ପାରିବା ଏଡି 

Happiness is infectious Do you have excess ?

Happiness is infectious
Do you have excess ?
Just give a smile
For minimal  access




You would get What you measure

You would get
What you measure
Accidental gain/loss
Should not bother 

Excercise is must

You can't walk
Let cycle walk
Excercise is must
Advised my doc


Man Biking Png & Free Man Biking.png Transparent Images #23759 - PNGio

Tuesday 14 July 2020

You polite I delight

You  polite
I  delight
Job  done
No fight 

When you are alone in life

When you are alone in life
You are very much close to soul
It is real time for inner drive
To achieve the life's real goal







ଶୁଆ ବୋଲେ ଶାରୀଲୋ କରୋନା ନାହିଁ କେଉଁଠି

ଶୁଆ ପଚାରିଲା ଶାରୀଲୋ
କରୋନା ନାହିଁ କେଉଁଠି
ଶାରୀ କହିଲା ଶୁଆରେ
ସଙ୍ଗ ନିରୋଧ ଯେଉଁଠି



Monday 13 July 2020

Check your BP at home

Check your BP at home
Take  medicine in time
Maintain social distance
It is pandemic time




Monday 6 July 2020

ଆମେ ଆମ୍ବ ପଣସ ଦି ଭାଇ
ଆମର ଫଳ ନେଲେ  ପାରି
ବରଷଟାଯାକ ଛାଇ ବାଂଟିବୁ
ଠିଆ ମନରେ ଆଶା ଭରି 

Sunday 5 July 2020

ଯେଉଁମାନେ ସବୁ ପିଉଛ

ମୁଁ ଲାଜକୁଳୀ ଗଛଟେ
ମୋତେବି ମାଡୁଛି ଲାଜ 
ଯେଉଁମାନେ ସବୁ ପିଉଛ
ସାରା ସଂସାରଟା ଲାଗି ବୋଝ 

Habbit a long walk

Habbit a long walk
Till shirt becomes wet
If you visit a private hospital
Concession would be rate

ବୁଲା କୁକୁରଟେ ଦେଲା ଗାଳି

ଯାଇଥିଲି ଗୋଟେ ଗଳିକି
ବୁଲା କୁକୁରଟେ ଦେଲା ଗାଳି
ଯେମିତି ପଳେଇ ଆସିଛି
କୁକୁର ହସିଦେଲା ଖିଲି ଖିଲି

Freedom is a birth right

Whether animals or human
Freedom is a birth right
But It is so difficult to afford
All of us do everyday fight




Saturday 4 July 2020

When ego begets ignorance

When ignorance begets ego
Please discuss in conference
When ego begets ignorance
No attempts create a diffeence

Friday 3 July 2020

କଳାହାଣ୍ଡିଆ ମେଘ

ଲୁଚିଗଲା ଦିଗବଳୟ
ହଜିଲା  ଚାରି  ଦିଗ
ତିନିଲୋକ ଓଦା କଲା
କଳାହାଣ୍ଡିଆ ମେଘ




କରୋନା ମାସ୍କ ଇକୋନୋମିକାଲ

କରୋନା ମାସ୍କ ଇକୋନୋମିକାଲ
ଢାଙ୍କିଦେଲା  ଲିପିଷ୍ଟିକି ଆଉ  ନିଶ
ପୁଅମାନଙ୍କୁ  ମନା  ସେଲୁନ
ଝିଅମାନଙ୍କୁ ମନା ବେଶ 

Thursday 2 July 2020

ମନରେ ଥିଲେ ଭଲ ପାଇବା 
ଆଖି ମରୁଥାଏ ଝୁରି
ମନ ଚଳିଲେ ଦେହ ଚଳେ
ମିଳନ କାମନା କରି




Wednesday 1 July 2020