Sunday 5 July 2020

ଯେଉଁମାନେ ସବୁ ପିଉଛ

ମୁଁ ଲାଜକୁଳୀ ଗଛଟେ
ମୋତେବି ମାଡୁଛି ଲାଜ 
ଯେଉଁମାନେ ସବୁ ପିଉଛ
ସାରା ସଂସାରଟା ଲାଗି ବୋଝ 

No comments:

Post a Comment