Sunday 5 July 2020

ବୁଲା କୁକୁରଟେ ଦେଲା ଗାଳି

ଯାଇଥିଲି ଗୋଟେ ଗଳିକି
ବୁଲା କୁକୁରଟେ ଦେଲା ଗାଳି
ଯେମିତି ପଳେଇ ଆସିଛି
କୁକୁର ହସିଦେଲା ଖିଲି ଖିଲି

No comments:

Post a Comment