Monday 30 November 2020

Sunday 29 November 2020

Friday 27 November 2020

Thursday 26 November 2020

It is not possible to give up With the Himalayan height faith

 Box is more beautiful than tiffin

Coffin is more peaceful than death

It is not possible to give up

With the Himalayan height faith





Tuesday 24 November 2020

Give credit to all contributors When submitting final report

 When an effort is too big

It does  result in big comfort

Give credit to all  contributors

When submitting final report 



Monday 23 November 2020

ଭାଇ, ଆମେ ରାଗିବାଟା ଖରାପ ହେଲେ ଲଙ୍କା ରାଗିବାଟା ଭଲ

 ଭାଇ, ଆମେ ରାଗିବାଟା ଖରାପ 

ହେଲେ ଲଙ୍କା ରାଗିବାଟା ଭଲ 

କି ଅଜବ ଏ ସଂସାର ,କହିଲେ 

ଯେଉଁଟା ଭଲ ଆଉ ସେଇଟା ଭେଲ




If the first step goes wrong Do not advance 2nd step

 If the first step goes wrong

Do not advance 2nd step

One life won't be enough 

To fill the significant  gap 

If Ayush will operate patients Who would undergo surgery

 If Ayush will operate patients

Who would undergo surgery 

Law maker or law breaker ?

 Or both will end in doing forgery

Sunday 22 November 2020

Not try to enter Into everyone's heart

Not try to enter 

Into everyone's  heart

If you don't deserve 

You would get hurt 




Oh , the most beloved Oh, the ultimate bliss

 Oh , the most beloved 

Oh, the ultimate bliss 

Today, is yours birth day

Bless enough to  unleash

On birth day satyasai baba 23-1-2026

If it's for justice Fight to the end

 Have less friends

Don't at all bend

If it's for justice

Fight to the end

If road condition is good Try to focus destination

 If road condition is good 

Try to  focus  destination

If both are beyond reach

Look for  an  innovation

If your decision scares self

 If your decision scares  self 

Still time ,take a you U turn

Good and bad are relatives 

Fight is routine, can't adjourn


The moon and Sun are same for all They keep us alive and offer light

 The moon and Sun are same for all

They keep us alive and offer light

The line of control is  made by ugly

Should not be the reason for fight

Use others time nicely If you can return in time

 Use others time nicely

If you can return in time 

If exchange is not complete 

May force someone to crying

Two things are found in heart One is love and other is hate

Two things are found in  heart 

One is love and other is hate 

Exchange is absolutely mutual

There is no concession in rate








Sunday 15 November 2020

Saturday 14 November 2020

ଯେତେ ପୁଣ୍ୟବଳ ଥାଉନା କାହିଁକି ଏକ ଛୋଟ ପାପକୁ ନହୁଏ ଏଡାଇ

ଧର୍ମରାଜ ସ୍ୱର୍ଗ ନଯାଇ ପାରିଲେ 

ବିଷ୍ଠାରେ କାଣି ଆଙ୍ଗୁଠି ନବୁଡ଼ାଇ

ଯେତେ ପୁଣ୍ୟବଳ ଥାଉନା କାହିଁକି 

ଏକ ଛୋଟ ପାପକୁ ନହୁଏ ଏଡାଇ

Friday 13 November 2020

ସହିବାର ଶକ୍ତି ଥିଲେ ସଫଳ ହୁଅଇ କାର୍ଯ୍ୟ

 ସତ୍ୟ ଭରେ ଆଖିରେ ଲୁହ 

ପରକ୍ଷିବାକୁ  ଧର୍ଯ୍ୟ

ସହିବାର ଶକ୍ତି ଥିଲେ 

ସଫଳ ହୁଅଇ କାର୍ଯ୍ୟ 


ଅଧର୍ମ ଅସତ୍ୟ ସିନା ଅଢେଇ ଦିନ ଘୋଷିବାକୁ ମହୀ ଦୀପାଳି ଜାଳେ

 ରାବଣ ହରିଲା ଜାନକୀ ଛଳେ 

ଶ୍ରୀରାମ ଆଣିଲେ ଧରମ ବଳେ

ଅଧର୍ମ ଅସତ୍ୟ ସିନା ଅଢେଇ ଦିନ 

ଘୋଷିବାକୁ ମହୀ ଦୀପାଳି ଜାଳେ





ତୁମକୁ ବାହାହେଲି କଣ ହେଲା ମୋର କଣ ବ୍ୟକ୍ତିଗତ କିଛି ନାହିଁ

 କେତେ ଥର ତୁମକୁ କହିଲିଣି

ମୋ ମୋବାଇଲି ଛୁଇଁବ ନାହିଁ 

ତୁମକୁ ବାହାହେଲି କଣ ହେଲା 

ମୋର କଣ ବ୍ୟକ୍ତିଗତ କିଛି ନାହିଁ 

Thursday 12 November 2020

To keep away corona Walk away from crowd

 To keep away  corona

Walk away from crowd

It appears too simple

But scientifically is sound


The patience is essence

 Beauty and fragrance

Hidden in the the bud 

Patience would unfold 

Long back already told

ତୋ ଘରେତ ପହଁଚୁଛି ମଦ ଭୟନାହିଁରେ ଶିକ୍ଷିତ ବେକାର

 ଦେଉପଛେ  ଅନୀତି  ହୁଙ୍କାର 

କରୋନା କାଢୁଛି କାଢୁ ଖଙ୍କାର

ତୋ ଘରେତ ପହଁଚୁଛି ମଦ 

ଭୟନାହିଁରେ ଶିକ୍ଷିତ ବେକାର 

Wednesday 11 November 2020

ଡାଳକୁ ଯେମିତି ବାଦୁଡ଼ି ଧର୍ମକୁ ଧରିଥା ଜାବୁଡି

 ଡାଳକୁ ଯେମିତି  ବାଦୁଡ଼ି

ଧର୍ମକୁ  ଧରିଥା ଜାବୁଡି

ତିନିଯୁଗେ ଧର୍ମ ଧରାକୁ ଧରିଛି 

କଳିରେ ନଦିଅ ଫୋପାଡ଼ି  


Monday 9 November 2020

ମୋ ସାଙ୍ଗ ହେବାଲାଗି କହୁଛ ହେଲେ ମୋତେ କି ଅଛି ତର

 ମୋ ସାଙ୍ଗ ହେବାଲାଗି କହୁଛ 

ହେଲେ ମୋତେ କି ଅଛି ତର 

କାଳଯମକୁ କଣ ବିଶ୍ୱାସ କହୁନ ?

କେତେବେଳେ ପଠେଇବ ଚର


ଆମ ସାଙ୍ଗରେ ଯାତ୍ରା କଲେ କଣ ହେଲା କଣ ସମସ୍ତେ ହେବେ କି ଆମ ପଡିଶା

 ଆମ ସାଙ୍ଗରେ ଯାତ୍ରା କଲେ କଣ ହେଲା 

କଣ ସମସ୍ତେ  ହେବେ କି ଆମ  ପଡିଶା 

ଗୋଟିଏ ପୋଖରୀରେ ରହି କି ସୁଦ୍ଧା 

ପ୍ରତିଦିନ  ବାଳିଆ ଗିଳି ପକାଏ ଗଡ଼ିଶା



 


କେହି ଯଦି ନମିଳିଲେ ମନଟା ଟାକୁ ଟାକୁ

 ଭଲ ପାଇବାଟା ପକ୍କା 

ୟାକୁ ନହେଲେ ତାକୁ 

କେହି ଯଦି ନମିଳିଲେ 

ମନଟା ଟାକୁ ଟାକୁ 

Sunday 8 November 2020

Wish to be a student So that ,I can learn

 I married life long back

Yet ,no wisdom is born 

Wish to be a student 

So that ,I can   learn





ମାଆବାପା ପାଇଁ ଘରେ ନାହିଁ ଜାଗା

 ମାଆବାପା ପାଇଁ ଘରେ ନାହିଁ ଜାଗା 

ମୋ ମୋବାଇଲିଟା ଆପ୍ପରେ ଭର୍ତ୍ତି 

କେଉଁ ବର୍ଗରେ ମୁଁ ଯାଉଛି ଭାଇ 

ଜ୍ଞ୍ୟାନି ,ଜିଜ୍ଞ୍ୟାସୁ,ଅର୍ଥାର୍ତି ନା ଆର୍ତ୍ତି ?


Saturday 7 November 2020

ଆମ୍ବଗଛ ନ ଖାଏ ଆମ୍ବକୁ

ଆମ୍ବଗଛ ନ ଖାଏ ଆମ୍ବକୁ  

ପଣଷ ଗଛ ନ ଖାଏ ପଣଷ

ଆମେ କିଆଁ ନିଜକୁ ଖାଉଛେ   

ହେଇ ଶ୍ରେଷ୍ଠ ଜୀବ ମଣିଷ 



Thursday 5 November 2020

କାହିଁକି ମୋତେ ଝୁରୁଛ ମୁଁ ଗୋଟେ କି ଲୋକ

ଏ ପୃଥିବୀଟା କେତେ ବଡ 

ଯୁଆଡେ ଚାହିଁଲେ ଲୋକ 

କାହିଁକି ମୋତେ ଝୁରୁଛ 

ମୁଁ ଗୋଟେ କି ଲୋକ 





If mind is open Thought is candle

 If hands are tied 

Use your paddle

If mind is open

Thought is candle



ତୁମ ପାଇଁକି କାହିଁକି ଖାଇବି ମୁଁହି ଗାଳି

 ଆଜି ନହେଲେ କାଲି

ତୁମେତ ଯିବ ଚାଲି 

ତୁମ ପାଇଁକି କାହିଁକି 

ଖାଇବି ମୁଁହି ଗାଳି

Wednesday 4 November 2020

Today is 5th Nov 2020:30th anniversary for SCB90 Rock On Friends

  ଖଟାମିଠା ଆଚାର ଜେଟା

ଯାହା ସଭିଏଁ ଖାଇଥିଲେ ମିଶି 

ତାକେ ପାସୋରି ପାରେ ନାଇଁ ସାଙ୍ଗ 

ଆଜି ବଛର  ୩୦  ପୁରିଲାନ ଆସି    

Sunday 1 November 2020

ତୁମେ ଦୁରେଇ ଗଲେ ଲାଗେ କାନ୍ଦ ତୁମେ ପାଖେଇ ଆସିଲେ ଭାବେ ମନ୍ଦ

 ତୁମେ ଦୁରେଇ ଗଲେ ଲାଗେ କାନ୍ଦ 

ତୁମେ ପାଖେଇ ଆସିଲେ ଭାବେ ମନ୍ଦ

ମୋତେ କହିବ କି ବନ୍ଧୁ କହିବ କି 

କେମିତି ସୁଧାରିବି ମୋର ଦ୍ଵନ୍ଦ 

ମନ୍ଦିରୁ କିବା ଶୁଭେ ଶୁଭ ଶଙ୍ଖ ଧ୍ୱନି କରୋନା କି ଛାଡିଲା ଭାରତ !

 ମନ୍ଦିରୁ କିବା ଶୁଭେ ଶୁଭ ଶଙ୍ଖ ଧ୍ୱନି 

କରୋନା କି ଛାଡିଲା  ଭାରତ !

ରାଜା ପ୍ରଜାଙ୍କର ଦୁଃଖ ନସହିଣ 

ପ୍ରଭୁ ହେ ଚକ୍ରରେ ଛେଦିଲ ଆରତ