ଧରମା କଲା ଧରମ
ମନସୁଖ ଦେଲେ ଆୟୁ
ଅବଧି ମୋ ଗଲା ବଢି
ହେଉ ଥାଅ ରାଉ ରାଉ
The fragrance of a garland
Is the fragrance of a flower
Can association afford glory
Doing injustice to its member
How much transparent are public
When they vote to choose a leader
When the level knowledge ranges
From the first to last step of a ladder
ଭାଲୁ ଖାଇଦେଇ ପାଚିଲା ପଣସ
ମଞ୍ଜିକୁ ଦୁଇ କାନରେ କଲା ବିଣ୍ଡା
ବହୁ ଭାବି ଚିନ୍ତି ହଳଦୀ ସ୍ଥିର କଲା
ଯେ ଦେଵ ଅଲଗା ଗଛରେ ଅଣ୍ଡା
Life is like a cake of soap
Day by day becomes thinner
Age is debited every day
Whether missed lunch or dinner
ପନାରେ ସିନାରେ ଅମୃତ ଥାଏ
ପୁତନା ସ୍ତନରେ ଭରିଥିଲା ବିଷ
ଏମିତି ଶୋଷିଲେ ନନ୍ଦର ବଳା
ପଞ୍ଚ ପ୍ରାଣ ହୋଇଗଲା ଶେଷ
ଆମର କଣ ଯାଉଛି ଭାବି କହି ନଥିଲୁ ଆହାଃ
ଯେତେବେଳେ ବସ୍ତିରେ ଫୁଟୁଥିଲା ବୋମା
ସେ ଡକାୟତ ଗତ ରାତିରେ ମୋ ଘର ଲୁଟିଛି
କହିଲେ ପଡିଶା ବିଶ୍ୱାସ କରୁ ନାଁହାନ୍ତି ଜମା