Thursday 2 September 2021

ଯେତେବେଳେ ବସ୍ତିରେ ଫୁଟୁଥିଲା ବୋମା

 ଆମର କଣ ଯାଉଛି ଭାବି କହି ନଥିଲୁ ଆହାଃ 

ଯେତେବେଳେ  ବସ୍ତିରେ ଫୁଟୁଥିଲା ବୋମା

ସେ ଡକାୟତ ଗତ ରାତିରେ ମୋ ଘର ଲୁଟିଛି 

କହିଲେ ପଡିଶା ବିଶ୍ୱାସ କରୁ ନାଁହାନ୍ତି ଜମା


 

No comments:

Post a Comment