Tuesday 26 April 2022

Could withstand the summer

Could withstand the summer Could withstand the terrible hit Because I could not but survive To the world this is my gift

Like the honey

Hi Arudeep Like the honey in the honeycomb I pray for you to grow everyday I love you Arudeep from heart And wishing you a happy B'day

Friday 22 April 2022

Thursday 21 April 2022

ଆଖୁର ଯେଉଁ ମିଠାପଣ

ଆଖୁର ଯେଉଁ ମିଠାପଣ ଲୁଚି ରହିଥାଏ କାଣ୍ଡରେ ଯିଏ ବୁଝେ ଶ୍ରମର ମୂଲ୍ୟ ନ ବୁଲଇ ରାଜ ଦାଣ୍ଡରେ

Tuesday 19 April 2022

ମୋ ଦରଜ ଅଭାବ ପାଇଁକି

ମୋ ଦରଜ ଅଭାବ ପାଇଁକି କେତେ ଦରଦୀ ପାଖକୁ ଗଲି ମାଆ ଦେଲା ଆଙ୍ଗୁଠି ଠାରି ଶ୍ରୀ ପଦେ ମୁଁ ଆଶ୍ରା ନେଲି

Saturday 16 April 2022

କରୋନା ଯେତିକି ପ୍ରବଳ ହେଉଥିଲା

କରୋନା ଯେତିକି ପ୍ରବଳ ହେଉଥିଲା ତାର ଅତ୍ୟାଚାର ସେତିକି ଯାଉଥିଲା ବଢି ବଡ ଆଶ୍ଚର୍ଯ୍ୟ କଥା କଣ ଜାଣିଛ ସଖା ସେ ଅତ୍ୟାଚାରୀର ନା ଥିଲା ନିଶ କି ଦାଢ଼ି

ରାତିରେ ଫୁଟିଛି ମଲ୍ଲି

ରାତିରେ ଫୁଟିଛି ମଲ୍ଲି ଆଖିରେ ଦେଖିଲି ମୁଁହି ମନ୍ଦିରେ ପହଡ଼ ପଡିଛି କେଉଁ ଦେବତାର ପାଇଁ

Thursday 14 April 2022

ମାଆକୁ ମିଠା ଛୁଆର ଡାକ

ମାଆକୁ ମିଠା ଛୁଆର ଡାକ ଭଗବାନଙ୍କର ପ୍ରିୟ ଭଜନ ମୋତେ ତ ଲାଗେ ମିଠା ଯାହା କିଛି ଗାଉ ପବନ

Tuesday 12 April 2022

ଗରୁଡ଼ଖମ୍ବୁ ଚର୍ତୁର୍ଦ୍ଧା ଦେଖିଲେ

ଡାଳରେ ପେନ୍ଥା ପେନ୍ଥା ଫୁଲ ଫୁଲରେ ଫୁଲରେ ମଧୁମକ୍ଷି ଗରୁଡ଼ଖମ୍ବୁ ଚର୍ତୁର୍ଦ୍ଧା ଦେଖିଲେ ଜମାରୁ ବୁଝିହୁଏ ନାହିଁ ଆଖି

Thursday 7 April 2022

ଯାହା ସବୁବେଳେ ମିଠା

ଯାହା ସବୁବେଳେ ମିଠା ତାହା ତ ଶ୍ରୀହରି କଥା ଶୁଣି ଗୁଣି ଭଜୁ ଥିଲେ ନ ଲଗାଇ ଭଵ ବ୍ୟଥା

Wednesday 6 April 2022

ପ୍ରଥମ ଫୁଲଟି ଫୁଟିଲେ

ପ୍ରଥମ ଫୁଲଟି ଫୁଟିଲେ ବହୁତ ସୁନ୍ଦର ଦିଶେ ହୃଦୟେ ଉଠେ କମ୍ପନ ଆଖିରେ ଆଖି ମିଶେ