Sunday 31 July 2022

କେବଳ କେବଳ ଏକ ମାତ୍ର ଡେମ୍ଫ

କେବଳ କେବଳ ଏକ ମାତ୍ର ଡେମ୍ଫ ବେଲପତ୍ରର ତିନି ତିନି ତିନି ଶାଖା ଶାକ୍ତ ଶୈବ ବୈଷ୍ଣବ କେବଳ ମାର୍ଗ ଏ ସଂକ୍ଷେପରେ ହିନ୍ଦୁଧର୍ମର ବାଖ୍ୟା

ତୁମ୍ଭେ କାହାକୁ ଯେ ଦିଅ ଧରା

ତୁମ୍ଭେ କାହାକୁ ଯେ ଦିଅ ଧରା କେବଳ ତୁମ୍ଭେ ଜାଣ ଦୁଃଖହାରୀ ଭୂତଳ ଭୂଗୋଳ ଆକାଶ ନିଖିଳ ତୁମ୍ଭେତ ବ୍ରହ୍ମରୂପେ ଅଛ ପୁରି

Friday 29 July 2022

ପାଖରେ ନ ଥିଲେ ଧନ

ପାଖରେ ନ ଥିଲେ ଧନ ଧନହୀନ କରେ ଚାକିରୀ ପାଖରେ ନ ଥିଲେ ମନ ମନହୀନ ସାଜେ ଭିକାରି ପାଖରେ ନ ଥିଲେ ବୁଦ୍ଧି ବୁଦ୍ଧିହୀନ ହୁଏ ବେକାରୀ ପାଖରେ ନ ଥିଲେ ବିବେକ ଅଵିଵେକୀ ହୁଏ ଅହଙ୍କାରୀ

Thursday 21 July 2022

After joining a new ED

After joining a new ED Some became emotional Past Injuries are so deep ! It is no more my personal

Saturday 16 July 2022

Friday 15 July 2022

ଶୃଙ୍ଖଳାର ପ୍ରସାଦ ଆସନ

ଶୃଙ୍ଖଳାର ପ୍ରସାଦ ଆସନ ଆସନର ପ୍ରସାଦ କ୍ଷମତା କ୍ଷମତାର ପ୍ରସାଦ ଶାସନ ଶାସନର ପ୍ରସାଦ ସମତା

Sunday 10 July 2022

ମନ ହୁଏ ସଫା କହି ଦେଲେ

ମନ ହୁଏ ସଫା କହି ଦେଲେ ବଋଷି ଗଲେ ସଫା ଆକାଶ ଲୁହ ବହି ଗଲେ ଆଖି ସଫା ଜୀବ ଲଭିଲେ ସାଧୁ ପରଶ

Friday 8 July 2022

ଛାତରେ ଲଗେଇଲି କଖାରୁ ଗଛ

ପାଠ ପଢ଼ିଲି ଚାକିରିଆ ହେଲି ନିଜ ସ୍ୱାଧୀନତା ହରାଇଲି ମୁଁହି ଛାତରେ ଲଗେଇଲି କଖାରୁ ଗଛ ମାଡିବାକୁ ଜାଗା ହେଲା ନାହିଁ

Thursday 7 July 2022

ଫୁଲରୁ ଫୁଲକୁ ଉଡି ମହୁ ମାଛି

ଫୁଲରୁ ଫୁଲକୁ ଉଡି ମହୁ ମାଛି ଅତି ଆତୁରେ ଖୋଜୁଥିଲା ମହୁ କଖାରୁ ଫୁଲ ଯେମିତି ଦେଖିଛି ତା ଖୁସିର ସୀମା ରହିଲାନି ଆଉ

ମତଦାତା ତା ମତଦେବା ଆଗରୁ

ମତଦାତା ତା ମତଦେବା ଆଗରୁ ତୁମ୍ଭେମାନେ କାହିଁକି ଗଢ଼ିଲ ଦଳ ମତଦାତା ତା ଦ୍ବନ୍ଦରେ ପଡି ମଲା ଯୋଗ୍ୟପ୍ରାଥୀଙ୍କୁ କିଏ କରିବ ଠୁଳ

Sunday 3 July 2022

ଚଲାପଥ ଧାରେ ଚମ୍ପା ଯେବେ ଫୁଟେ

ଚଲାପଥ ଧାରେ ଚମ୍ପା ଯେବେ ଫୁଟେ ପଥପ୍ରାନ୍ତ ମନ ସବୁ କିଛି ମହକି ଯାଏ ଆଖି ବୁଜି ଶୀତଳ ପବନକୁ ଛୁଇଁଲେ ଦେଉଳ ଦିଅଁ ଚମ୍ପାମୟ ଶୋଭା ପାଏ

Saturday 2 July 2022

That is called an image

That is called an image Makes imagination an image It is one stop for answer Saves reading 100 pages

ଆଜି ଭାରି କାହିଁ ମନ ପଡ଼

ଖଣ୍ଡି ମୋ ପ୍ରାରବ୍ଧ ସହି ମୋ ଅପ୍ରାଧ ଦେଲ ସଦା ସାଥେ ରହିବାର ପ୍ରତିଶୃତି କୃପା ଦେଲ ସିଞ୍ଚି ଭୟ ଗଲା ଘୁଞ୍ଚି ଶରଣ ଶରଣ ଶରଣ ହେ ଗୁରୁମୂର୍ତ୍ତି

ବୃକ୍ଷକୁ ସଜାଇ ଫୁଲେ

ବୃକ୍ଷକୁ ସଜାଇ ଫୁଲେ ଫୁଲରେ ଭରିଲ ମହୁ ମହୁକୁ କଲ ଅମୃତ ତୁମ୍ଭ ଦୟା କିଏ କହୁ

Friday 1 July 2022

ପବିତ୍ର ରଥ ଯାତ୍ରା ୦୧-୦୭-୨୦୨୨

ଦୋଷ କ୍ଷମା କରି ଉଦ୍ଧରିଲ ହରି ପାପପଙ୍କେ ବୁଡି ମରୁଥିଲି କାନ୍ଦି ସିଞ୍ଚି କୃପାବାରି ହୃଦେ ଭକ୍ତି ଭରି ସ୍ୱୟଂ ସେ ଭକ୍ତିରେ ହେଲ ବାନ୍ଧି