Saturday 31 August 2019

Tuesday 27 August 2019

Lying close to lie
Makes life bit a longer
Lying close to truth
Makes much more stronger
Certificate makes eligible
Skill makes valuable
Either makes suitable
Character makes lovable

Sunday 25 August 2019

ପାତାଳ ମର୍ତ୍ତ ସ୍ୱର୍ଗ
ମଣିଷଙ୍କ କୋଳାହଳ
କୋଠା ,କଂକ୍ରିଟ ,ଯାନ
ପ୍ଲାଷ୍ଟିକ ମାଳ ମାଳ
After death of a any plant
Wood completely returns to nature
Before and after death of human
Plastic pollutes earth ,air and water

Saturday 24 August 2019

She is a lipstick
He is a bike
Citizen is a vote box
Politician is a mike
I don't have place to plant a tree
I don't have time to water
My small flat is packed with luggage
A job is my bread and butter
ସନ୍ତାନକୁ ବାପା ମାଆ
ଦିଅନ୍ତି ଯେଉଁ ପ୍ରେମ
ସନ୍ତାନ ଯଦି କିଛିଟା ଫେରାନ୍ତା
କମନ୍ତା ସରକାରଙ୍କ କାମ-----1
ସବୁ  ପ୍ରେମତା ବୋହିଗଲା
ଭାଲେଣ୍ଟାଇନ ଦିନ
ସ୍ୱାମୀ ସ୍ତ୍ରୀକୁ ତ ନିଅଣ୍ଟ
ବାପା ମା ହୀନିମାନ -------2

Friday 23 August 2019

Consensus says
Silence is gold
OK ,say something
Otherwise, getting old
ସମ୍ପତି ଛାଡ଼ିଣ ମାଲିକ
ଚାଲିଗଲେ ସ୍ଵର୍ଗପୁରୀ
ଆତ୍ମୀୟ ହୋଇଲେ ଶୁଦ୍ଧି
ପଡିଶା ଖାଇଲେ ଖିରିପୁରି

Thursday 22 August 2019

ବୃଦ୍ଧଙ୍କୁ ସମ୍ମାନ 
ନ୍ୟାୟରେ ସମତା 
ଅଛି ଯେଉଁ ଦେଶେ 
ସେ ଜନେ ଦେବତା
ବ୍ରହ୍ମରୁ କୀଟ ପରିଯନ୍ତେ
ସ୍ନେହ ପାଇଁ ସବୁ ପାଗଳ
ମା ସିନା ମମତାମୟୀ
ଶିଶୁ  ଜନ୍ମରୁ ସ୍ନେହ କାଙ୍ଗାଳ
ସ୍ନେହଁ ପାଇଁ ଶିଶୁ ଭୋକିଲା 
ମାତା ତ ମମତା  ମୟୀ
ସନ୍ତାନ ଆଖିରେ ଲୁହ
କେମିତି ପାରନ୍ତା  ସହି 

Wednesday 14 August 2019

Then,most of us were poor
But,we were all  independent
Now,most of us are rich
But,we are all dependent
ମୋବାଇଲିରେ ଚବିଶ ଘଣ୍ଟା ବ୍ୟସତ
ସିଗାରେଟ,ଖଇନି,ମଦର ଗୋଲାମ
ଯେଉଁଠି ଇଛା ସେଠି ଥୁକୁ ଥିବା ମଣିଷ
ଆଜି ଅଗଷ୍ଟ ପନ୍ଦରରେ ମୋର ସଲାମ

Sunday 11 August 2019

ଯେଉଁଠି ଜାକୁଛ ଗୁଟୁକା
ହେଇଛୁକି  କି ସେଠି ଫୁଟୁକା
ଧରିନିଅ ହେଲାଣି କ୍ୟାନ୍ସର
ଦେଖୁନ ,ଫୁଲ ଯାଇଥିବ ଘଂଟିକା




Saturday 10 August 2019

Let talk us about selection
At least the selectee is a professional
Let talk us about democracy/politics
Most of the times ,voter and voted are irrational

Friday 9 August 2019

Unable to resist bad
Unable to love good
Can't protect even self
Must Change attitude

Wednesday 7 August 2019

ଭୋଟ ଆଗରୁ ଜନତାକୁ ପିଆଇଲ ମଦ
ଭୋଟ ପରେ ଜନତାନଠୁ ଛଡ଼ାଇଲ ରାଜ୍ୟ
ଧନ୍ୟରେ ଧନ୍ୟରେ ମୋ ଦେଶ ନେତା
ସତରେ ନ କଲ କି ମନ୍ଦ କାର୍ଯ୍ୟ !

Thursday 1 August 2019


What doctors are doing ?
Not at all a big deal !!!! A bridge course to quack is enough That is what NMC deal .....(1) If anyone can become a cabinet Without PhD without winning a election Hello all tax payers It is time to face mass extinction.....(2) Lateral entry is in our blood Reservation is an example Most of the private set up are better Government hospital is for poor couple ....(3)