Saturday 24 August 2019

ସନ୍ତାନକୁ ବାପା ମାଆ
ଦିଅନ୍ତି ଯେଉଁ ପ୍ରେମ
ସନ୍ତାନ ଯଦି କିଛିଟା ଫେରାନ୍ତା
କମନ୍ତା ସରକାରଙ୍କ କାମ-----1
ସବୁ  ପ୍ରେମତା ବୋହିଗଲା
ଭାଲେଣ୍ଟାଇନ ଦିନ
ସ୍ୱାମୀ ସ୍ତ୍ରୀକୁ ତ ନିଅଣ୍ଟ
ବାପା ମା ହୀନିମାନ -------2

No comments:

Post a Comment