Wednesday 7 August 2019

ଭୋଟ ଆଗରୁ ଜନତାକୁ ପିଆଇଲ ମଦ
ଭୋଟ ପରେ ଜନତାନଠୁ ଛଡ଼ାଇଲ ରାଜ୍ୟ
ଧନ୍ୟରେ ଧନ୍ୟରେ ମୋ ଦେଶ ନେତା
ସତରେ ନ କଲ କି ମନ୍ଦ କାର୍ଯ୍ୟ !

No comments:

Post a Comment