Thursday 22 August 2019

ସ୍ନେହଁ ପାଇଁ ଶିଶୁ ଭୋକିଲା 
ମାତା ତ ମମତା  ମୟୀ
ସନ୍ତାନ ଆଖିରେ ଲୁହ
କେମିତି ପାରନ୍ତା  ସହି 

No comments:

Post a Comment