Wednesday 31 March 2021

If we are still fighting

 If  we are still fighting 

It is definitely a good sign 

There is time to recover 

Before one of us resign




My failure is known to my team

 My success is known to the public 

My failure is known to my team

We are always trying  give the best

That is what our mission's dream




ସବୁ ଫୁଲରେ କଣ ବାସ୍ନା ଥାଏ

କିଏ ଯଦି  ଓହ୍ଲେଇ ଯାଆନ୍ତା  

ମୁଁ ସେ ଆସନରେ ଶୀଘ୍ର ବସନ୍ତି 

ସବୁ ଫୁଲରେ କଣ ବାସ୍ନା ଥାଏ 

ମୁଁ ବି ଆସନ ଗନ୍ଧରେ ବାସନ୍ତି



Monday 29 March 2021

ଧର୍ମ ନିଶ୍ଚିତ ଚାହିଁବ ପରୀକ୍ଷା ସତ୍ୟ ନିଶ୍ଚିତ ଲୋଡ଼ିବ ସାକ୍ଷୀ

 ଧର୍ମ  ନିଶ୍ଚିତ ଚାହିଁବ ପରୀକ୍ଷା 

ସତ୍ୟ ନିଶ୍ଚିତ ଲୋଡ଼ିବ  ସାକ୍ଷୀ 

ବିବେକ ମାପିବ ଧର୍ଯ୍ୟର ସୀମା

ଏଇତ ଜୀବନରେ ପ୍ରାଣ ପକ୍ଷୀ




Sunday 28 March 2021

Saturday 27 March 2021

କେତେ ଭଲ ତ ପାଏ ତୁମକୁ ଜଣେଇବାକୁ ଭାରି ଇଛା ମୋର

 କେତେ ଭଲ ତ ପାଏ ତୁମକୁ    

ଜଣେଇବାକୁ ଭାରି ଇଛା ମୋର 

ଭାଷା ତ ଦୁଇ ତିନିଟା ଜାଣିଛି 

ହେଲେ ଶବ୍ଦର ଅଭାବ ଘୋର  


Do not waste time to find Who wrote the love letter

 Do not waste time to find

Who wrote the love letter

Only one is thinking that 

Among all you are better




To whom the people love And if at all I am lucky

 To whom the people love

 And if at all I am lucky 

I wish I would come across 

And handover a bouquet





Friday 26 March 2021

ମନ ହୋଇଗଲେ ଚୋରି କବିତାରୁ ଝରେ ମହୁ

 ସହିବାର ସୀମା ଟପିଲେ  

ଆଖିରୁ ଝରେ ଲହୁ 

ମନ ହୋଇଗଲେ ଚୋରି 

କବିତାରୁ ଝରେ ମହୁ 



Thursday 25 March 2021

କେତେ ଯେ ଅକୁହା କଥା ମନ ଗଣ୍ଠିଲିରେ ଅଛି ଭରି

 କେତେ ଯେ ଅକୁହା କଥା 

ମନ ଗଣ୍ଠିଲିରେ ଅଛି ଭରି

ମଶାଣି ଘାଟକୁ ସବୁ ମନା 

ତୁମକୁ କହି କହି ଦେଵି ସାରି  

ଦଳ ଜିତିଲେ ସଭିଙ୍କୁ ମିଳେ ଭାଗ ଜନତାଙ୍କର ଅଦ୍ଭୁତ ନେତା ପ୍ରେମ

 ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ  

ଯିଏ ଉପର ଆଡୁ ହେବ ପ୍ରଥମ 

ଦଳ ଜିତିଲେ ସଭିଙ୍କୁ ମିଳେ ଭାଗ 

ଜନତାଙ୍କର ଅଦ୍ଭୁତ ନେତା ପ୍ରେମ

Wednesday 24 March 2021

କିନ୍ତୁ ତୁମ ହାତରେ ଇଞ୍ଜେକ୍ସନ ଦେଖିଲେ ମୋଟା ବୁଦ୍ଧିଆ ବି ପଡ଼ିଯାଏ ନରମ

ତୁମେ ସତରେ  ଦେଖିବାକୁ ଭାରି ଭଲ 

ତୁମ ହାତ ଗୁଡାକ ବି  ଭାରି ନରମ 

କିନ୍ତୁ ତୁମ ହାତରେ ଇଞ୍ଜେକ୍ସନ ଦେଖିଲେ 

ମୋଟା ବୁଦ୍ଧିଆ ବି ପଡ଼ିଯାଏ ନରମ 




Tuesday 23 March 2021

ପ୍ରକୃତରେ ଯିଏ ଚୋର ହୋଇଥିବ ଅନ୍ଧାର ତା ପାଇଁ ଶୁଭ ଆଉ ଲାଭ

 ପରୀକ୍ଷା ବେଳେ ଯଦି ବିଜୁଳି ଗଲା 

ପରୀକ୍ଷାର୍ଥୀଙ୍କ ଅବସ୍ଥା କଥା ଭାବ 

ପ୍ରକୃତରେ ଯିଏ ଚୋର ହୋଇଥିବ

ଅନ୍ଧାର ତା ପାଇଁ ଶୁଭ ଆଉ ଲାଭ 




Saturday 20 March 2021

Follow the path of truth Even if it leads to the forest

 Follow the path of truth 

Even if it leads to the forest 

Walking is good for health

Will prevent  cardiac arrest 





Friday 19 March 2021

You are so much powerful I see ,carrying an exit ticket

 You are so  much powerful 

I see ,carrying an exit ticket !

Could have saved  money?

You have   a large pocket !




Sunday 14 March 2021

Friday 12 March 2021

ଯିଏ ନ ପାଇକି ଭାରି ଖୁସି ଯିଏ ମରିକି ବି ପୁଣି ଅମର

 ଯିଏ ନ ପାଇକି ଭାରି  ଖୁସି 

ଯିଏ  ମରିକି ବି ପୁଣି ଅମର

ତାହାର  ଆଉ  କଣ କରିବ

ପଠା ଗୋଟେ ପ୍ରେମ ପତର 




Monday 8 March 2021

ମୋର ଯେତିକି କ୍ଷମତା ଅଛି ଯଦି ଆଉ ଥାନ୍ତା କିଛି ଅଧିକା

 ମୋର ଯେତିକି କ୍ଷମତା ଅଛି

ଯଦି ଆଉ ଥାନ୍ତା କିଛି ଅଧିକା

ରାବଣ ତ ସୀତା ଚୋରି କଲା 

ମୁଁ ଚୋରି କରିଥାନ୍ତି ରାଧିକା 

Monday 1 March 2021