ଧର୍ମ ନିଶ୍ଚିତ ଚାହିଁବ ପରୀକ୍ଷା
ସତ୍ୟ ନିଶ୍ଚିତ ଲୋଡ଼ିବ ସାକ୍ଷୀ
ବିବେକ ମାପିବ ଧର୍ଯ୍ୟର ସୀମା
ଏଇତ ଜୀବନରେ ପ୍ରାଣ ପକ୍ଷୀ
No comments:
Post a Comment