Monday 28 June 2021

Sunday 27 June 2021

ଅବଢା ନ ଲୋଡ଼େ ବାସନ

 ଅବଢା ନ ଲୋଡ଼େ ବାସନ

ସନ୍ୟାସୀ ନ ଲୋଡ଼େ ବ୍ୟସନ

ପ୍ରେମ ନ ଲୋଡ଼ଇ ଭାଷା 

ଜୀବିତ ନ ଲୋଡ଼େ ସ୍ମଶାନ




Good is good for all

 ଯିଏ ବି ପିଇଛି  ଜଳକୁ

ସବୁରି ମେଣ୍ଟିଛି ଶୋଷ  

ଯିଏ ବି ଯାଉ ଶ୍ରୀକ୍ଷେତ୍ର 

ଦେଖିବ ଶ୍ରୀମୁଖେ ହସ 



Saturday 26 June 2021

ନିଜ ଭାଗ୍ୟ ନେଇ ଖୁସି

 ଘଣ୍ଟା ମିନିଟି ସେକେଣ୍ଡ

ସମସ୍ତଙ୍କୁ କାର୍ଯ୍ୟ ବଣ୍ଟା 

ନିଜ ଭାଗ୍ୟ ନେଇ ଖୁସି 

ନୁହେଁ ଅନ୍ୟ ପଥେ କଣ୍ଟା 




Patient friendly consultation

 Patient enters the consulation room

With two two mobiles in the pocket

By the time ring and calls are over

Doctor hands over the OPD ticket





Mantain a distance

Close both eyes

To have a vision

Mantain a distance

To find out a reason 





Friday 25 June 2021

ନିରାଶ ତାକୁ ଛାଡି ପଳାଏ

 ବାଜି ହାରିଯିବା ଆଗରୁ 

ଯିଏ ହୋଇପଡେ ବ୍ୟସ୍ତ 

ନିରାଶ ତାକୁ ଛାଡି ପଳାଏ 

ସୂର୍ଯ୍ୟ ହେବା ଆଗରୁ ଅସ୍ତ 




ଯେଉଁବାଟ ଦେଇ ପଳା

ଅନ୍ୟାୟଟି  ରାଜପଥ

ସତ୍ୟଟି  ଶଗଡ଼ ଗୁଳା

ଫଳ ଫଳିବା ନିଶ୍ଚିତ  

ଯେଉଁବାଟ ଦେଇ ପଳା





Thursday 24 June 2021

ଜୀବନ ଜଣେ ଵେବସାୟୀ

 ଜୀବନ ଜଣେ ଵେବସାୟୀ

ହିସାବ କରି କରି ବଞ୍ଚିଥାଏ 

ଧୋକା ଖାଏ କଲେ ପ୍ରେମ 

ଯିଏ ଜୀବନକୁ ଭଲ ପାଏ 





Tuesday 22 June 2021

Can enjoy ,can not carry

While walking in the seashore 

Always keep an eye on the tide 

It steals all the footprints 

Whether steps are small or wide


Monday 21 June 2021

ଡାଳକୁ ଜାବୁଡି ବାଦୁଡ଼ି ଚାହିଁଛି

 ଡାଳକୁ ଜାବୁଡି ବାଦୁଡ଼ି ଚାହିଁଛି 

କେବେ ଅସ୍ତ ହେବେ ଦିନକର

ଭାବୁଛି ତୁମକୁ ଟିକେ ଭେଟନ୍ତି

ହେଲେ କରୋନାକୁ ଭାରି ଡର





Sunday 20 June 2021

Father's day 2021

 ପୁନେଇ ଗଲା ପରବ ଗଲା 

ହେଲା କେତେ ଯେ ପିଠା ମିଠା 

କିନ୍ତୁ ତୁମେ ଗଲାପରେ ବାପା 

ସତରେ ସବୁ କିଛି ଲାଗେ ସିଠା 




With you always like a shadow

 ଅନ୍ଧାର ଲୁଚାଏ  ଛାଇକୁ 

ଛାଇ ଝୁରିମରେ କେତେ 

ଦୂରରେ ଅଛିରେ ସତ 

ଭୁଲି ନପାରଇ ତୋତେ  



Saturday 19 June 2021

The oath of Father's day 2021

 ମାଟିରୁ ବାହାରୁ ମାଟିରେ ମିଶୁ 

ଖାଇବଞ୍ଚୁ ଯାହା ଫଳେ ମାଟିରେ 

ବାପାମାନେ କାହିଁକି ପିଇବା ମଦ 

ହେଉ ଠିପିଦିଆ କି ହେଉ ଭାଟିରେ  





କର୍ମଫଳ ବୁଲି ବୁଲି କର୍ତ୍ତା ପାଖକୁ ହିଁ ଆସେ

 ଆଖି ଦେଖିଲାରୁ ପାଦ ଚାଲିଲା 

ହାତ ଚୋରେଇଲା ଗଛରୁ ଫଳ 

ମାଡ ପଡିବାରୁ ଲୁହ କହିଲା 

ଆଖି ହିଁତ ଅପରାଧର ମୂଳ  







Happy father's day 2021

ଆରେ ମୋ ସପନ ବଣିକ 

ସାଉଣ୍ଟୁଛୁକି ମୋତି ମାଣିକ 

କୋଟିକରେ ଯିଏ ଗୋଟିଏ

ହେବୁ କିରେ ସେହି ଜଣିଙ୍କ 








Friday 18 June 2021

ମନକୁ ବୁଝେଇ ଶୁଝେଇ ଦିନେ

 ମନକୁ ବୁଝେଇ ଶୁଝେଇ ଦିନେ 

ସାଥିରେ ନେଇଗଲି ନୀଳକନ୍ଦର

ଆଖି ଲାଖିଗଲା ପତିତପାବନେ  

କେମିତି ଦେଖିବି ଜଗାର ହୁନ୍ଦର





Most of the time the one is a stranger is a stranger

One who gives a hand in  need

Most of the time the one is  stranger

One who injures the self most

Most of time it is one's anger



Thursday 17 June 2021

କିଛି ଲୋକ ନ ମାଗିଲେ ବି

 କିଛି ଲୋକ ଭାରି ମନେ ପଡନ୍ତି 

ଆମର କିଛି ନ ଥାଇ ଲୋଡ଼ା 

କିଛି ଲୋକ ନ ମାଗିଲେ ବି 

ଆମେ ଦେଇଥାଉ ଫୁଲତୋଡ଼ା 





Tuesday 15 June 2021

Two PPE kits hug

If  there is no glass

Drink from  a jug

How it will be ? 

Two PPE kits  hug





A country has a line of control

 A country has a line of control 

The border has fence at places 

Without border security force

There would be pile of lashes 














All inputs become head louse

 You bring from someone's house

Whether is given by someone's spouse

If your fate does not   accompany 

All inputs become head louse




Monday 14 June 2021

କହିଲା କରୋନା କାନେ କାନେ

 କହିଲା କରୋନା କାନେ କାନେ 

ବୁଲିଣ ପୃଥିବୀ କୋଣେ କୋଣେ

ଯେ ଚଳିବ ମାନି କରୋନା ନିୟମ

ବଞ୍ଚିପାରେ କେବଳ ସେହି ଜଣେ 



ମୋ ନାଁ ହେଉଛି କ୍ଷମତା

ମୋ ନାଁ ହେଉଛି କ୍ଷମତା

ମୋ ସ୍ତ୍ରୀର ନାମ କଳି 

ମୋ ପୁଅ ନାଁ ଅପରାଧ 

କିଏ ଆମକୁ ଯିବ କି ବଳି 








Sunday 13 June 2021

ଯିଏ ବୋହିପାରେ ଶେଷଯାଏ

 କଷ୍ଟ କଲେ ମିଳେ ପ୍ରେମ

ତହାଠୁଁ କଷ୍ଟ ତାକୁ ବୋହିବାକୁ 

ଯିଏ ବୋହିପାରେ ଶେଷଯାଏ 

ଧନ୍ୟ ଧନ୍ୟ ତାର ସହିବାକୁ 




Saturday 12 June 2021

ଅତୀତକୁ ଚାହିଁ ହସିଦେଲି ବୋଲି

 ଜୀବନ ଚାଲୁଥିଲା ଆଗେ ଆଗେ 

ଚାଲୁଥିଲି ପଦ ଅନୁସରି 

ଅତୀତକୁ ଚାହିଁ ହସିଦେଲି ବୋଲି

ଜୋରିମାନା ପଡିଲା ଭାରି    





When a judge falls in love

When a judge falls in love 

Also, loses the third eye

Both parties appeal higher

The verdict loves to dye 







 

No one yet served

All want to dispose 

What they don't love

No one yet served 

All are  in starve








ପଦବୀ ହଟିଲେ କ୍ଷମତା ହଟେ

 ସଜନା ଗଛରେ ଯେତେକ ଫଳ    

ସବୁ  ଝୁଲୁଥାନ୍ତି  ତଳକୁ  ତଳକୁ

ପଦବୀ ହଟିଲେ କ୍ଷମତା ହଟେ

କେବଳ ଯଶ ରହେ କାଳ କାଳକୁ




Friday 11 June 2021

Since the mind was stolen

Stopped minding long back

Since the mind was stolen

Cannot carry any more sorry 

The age is too much swollen   



When I visited my past

I was received as a guest

When I visited my past 

I could found the album

Everything else were lost 










ହେଲେ ଜହ୍ନ କାହାକୁ ଦେଖି ହସୁଛି

ଚାରିଆଡ ଅନ୍ଧାର ଆଉ ଅନ୍ଧାର  

ହେଲେ ଜହ୍ନ କାହାକୁ ଦେଖି ହସୁଛି

ସବୁ ଦେଉଳର କବାଟ ବନ୍ଦ ଅଛି 

ହେଲେ ସୁଗନ୍ଧରାଜ କାହିଁକି ବାସୁଛି 



Thursday 10 June 2021

ଆଶାକୁ ମିଳେ କିରଣ

କରିଥିଲେ ଭଲ କାମ 

ଆଶାକୁ ମିଳେ କିରଣ

ମନ୍ଦ କାମ କରିଥିଲେ  

ଆଜୀବନ କାରାବରଣ 



Wednesday 9 June 2021

The tear of parting

The parting brings pain

The pain brings tear 

The tear hides in towel

The towel becomes near






Tuesday 8 June 2021

You are in heart

 କଣ ଅବା  କରି ପାରନ୍ତି 

ମନେ ପକେଇବା ଛାଡି 

ଘରୁ ବାହାରିଲେ ମାତ୍ରେ 

କରୋନା ଛାଡ଼ୁଛି ରଡି 







Monday 7 June 2021

One side of moon is only bright


Sun is bright from all the sides

One side of moon is only bright

Most cannot see in the dark

Owl manages well in the night





Sunday 6 June 2021

ମଧୁମକ୍ଷିକାକୁ ପାଉଣା କେ ଦିଏ

 ଈଶ୍ୱର ଅସ୍ତିତ୍ବ ସନ୍ଦେହ ଘେରରେ

ଯେଣୁ  ସେ ସକଳ ଜୀବର ବନ୍ଧୁ 

ମଧୁମକ୍ଷିକାକୁ ପାଉଣା କେ ଦିଏ 

ଯେବେ ସର୍ବସ୍ୱ ଲୁଟି ନିଏ ମଧୁ 





Saturday 5 June 2021

ଫୁଲ ଗୁଡାକ ଅଣ୍ଡିରା ନ ମାଈ

 

ଗଛଟା ସାରା  ଫୁଲରେ   ଭର୍ତ୍ତି

ଗୋଟେ ବି ଫଳର ଦେଖା ନାହିଁ 

ଜାଣିଛ ଭାଇ କହିବ କି କେହି 

ଫୁଲ ଗୁଡାକ ଅଣ୍ଡିରା ନ ମାଈ







ଅଧାଗଢା ପ୍ରେମ କାହାଣୀ

ସୁନ୍ଦର ମୁଁହକୁ ନିରୀହ ଆକ୍ଷି 

 ଆବେଗ ଭରା ସେ ଚାହାଣି 

ଦେଖା ହେଲେ ନିଶ୍ଚୟ କହିବି 

ଅଧା ଗଢା ପ୍ରେମ  କାହାଣୀ 




ଇନ୍ଦ୍ରିୟ ପୂଜାରେ ବ୍ୟସ୍ତ ମଣିଷ

 ଶାରୀ କାନ୍ଦୁଥିଲା ବାହୁନି ବାହୁନି  

କେ ବା ଦିଅନ୍ତା ପିଞ୍ଜରା ଖୋଲି 

ଇନ୍ଦ୍ରିୟ ପୂଜାରେ ବ୍ୟସ୍ତ ମଣିଷ 

ବୁଝନ୍ତା କି ନିରୀହ ପକ୍ଷୀର ବୋଲି 






କେଡେ ନିଷ୍କପଟ ଥିଲା ସେ ଆକ୍ଷି

 ଭାରି ମନେ ପଡେ ତୁମ କଥା

କେଡେ ନିଷ୍କପଟ ଥିଲା ସେ ଆକ୍ଷି 

ଦିନ ମାସ ବିତି ଯୁଗ ବିତିଲାଣି

ତଥାପି   ମନରେ ରହିଛି ଲାଖି 




ଜାଣି ଜାଣି ଯିଏ କ୍ଷମତା ଅପବ୍ୟବହାର କରେ

 ଯେଉଁ ରାବଣ ବିଭୀଷଣଙ୍କୁ ମାରିଥିଲା ଗୋଇଠା 

ତାହାର ସବୁଯାକ ମୁଣ୍ଡ କାଟି ପକେଇଲେ ରାମ 

ଜାଣି ଜାଣି ଯିଏ କ୍ଷମତା ଅପବ୍ୟବହାର କରେ 

ତାକୁ ଦିବସ ରାତ୍ରି  ଖୋଜି  ବୁଲୁଥାଏ ଯମ




Friday 4 June 2021

Covid-19 notified two downs

Because social distancing is not maintainable 

Covid-19 came with shut down and lock down

Because none can eat or drink with a face mask

Remove when needed ,both in village or town









Thursday 3 June 2021

କେତେ ଫଡା ଗୋଟେ ଓଉ

 ବାଡ଼ି କଞ୍ଚାଲଙ୍କା ସଜନା ଶାଗ 

ସପନ ହେଲା ଲୋ ବୋଉ 

ମୁଁ ପୁରା ଗଲିଣି ଲୋ ଭୁଲି 

କେତେ ଫଡା ଗୋଟେ ଓଉ 


Who lived to love others

The present would be  past

We  would return to   dust 

Who lived to love others

Story would take time to rust 





In the bed Don't fight

Good night

Sleep tight

In the bed 

Don't fight 




Wednesday 2 June 2021

That is why a garden is ever peaceful

 A flower does not know what is  fragrance

 A flower does not know what is  beauty 

That is why a garden is ever  peaceful 

Zero  competition,each flower is busy in duty 


That is why a garden is ever peaceful





No situation can pace

 No distance is too far

No amount is much less

Who conquers the mind

No situation can pace