ଶାରୀ କାନ୍ଦୁଥିଲା ବାହୁନି ବାହୁନି
କେ ବା ଦିଅନ୍ତା ପିଞ୍ଜରା ଖୋଲି
ଇନ୍ଦ୍ରିୟ ପୂଜାରେ ବ୍ୟସ୍ତ ମଣିଷ
ବୁଝନ୍ତା କି ନିରୀହ ପକ୍ଷୀର ବୋଲି
No comments:
Post a Comment