ଚାରିଆଡ ଅନ୍ଧାର ଆଉ ଅନ୍ଧାର
ହେଲେ ଜହ୍ନ କାହାକୁ ଦେଖି ହସୁଛି
ସବୁ ଦେଉଳର କବାଟ ବନ୍ଦ ଅଛି
ହେଲେ ସୁଗନ୍ଧରାଜ କାହିଁକି ବାସୁଛି
No comments:
Post a Comment