ଯେଉଁ ରାବଣ ବିଭୀଷଣଙ୍କୁ ମାରିଥିଲା ଗୋଇଠା
ତାହାର ସବୁଯାକ ମୁଣ୍ଡ କାଟି ପକେଇଲେ ରାମ
ଜାଣି ଜାଣି ଯିଏ କ୍ଷମତା ଅପବ୍ୟବହାର କରେ
ତାକୁ ଦିବସ ରାତ୍ରି ଖୋଜି ବୁଲୁଥାଏ ଯମ
No comments:
Post a Comment