Monday 30 August 2021

ଧରାଧରି କରି ଉଠିଲି

ଦୁର୍ନୀତି ପାହାଡ ଉଚ୍ଚା

ଧରାଧରି କରି ଉଠିଲି  

ସତୁଆ ଦିଶୁଥିଲା ପିମ୍ପୁଡି 

ଦେଖିକି ବହେ ହସିଲି 




Saturday 28 August 2021

Tuesday 24 August 2021

ବିଶ୍ୱାସ ବିଷ ଥିବାରୁ ମିଶି

 ଦିନ ମୁଁ ବଞ୍ଚିଲି ମରାଳ ପରି 

ଦୁଃଖ ପିଇଗଲି ସୁଖକୁ ଏଡି 

ବିଶ୍ୱାସରେ ବିଷ ଥିବାରୁ ମିଶି 

ଆକାଶେ ମୁଁ ପାରୁଛି ଉଡି  





ବିଞ୍ଚି ହୋଇପଡେ ସୁନେଲି ଖରା

 ରବି ଉଦୟ ହେଲେ ହସଇ ଧରା

ବିଞ୍ଚି ହୋଇପଡେ ସୁନେଲି ଖରା

ଗିରି କନ୍ଦରରେ ଲୁଚେ ଅନ୍ଧାର 

ପଦୁଅଁ ଓଠରେ ହସର ଧାରା 




Monday 23 August 2021

ବାଡ଼ିରେ ଲଗା ବାଉଁଶ ପ୍ରତିଦିନ ଆଉଁଷ

 ଯେତେ ଭଣ୍ଡୁଛ ଭଣ୍ଡ ଯେତେ ଲୁଟୁଛୁ ଲୁଟୁ

ବାଡ଼ିରେ ଲଗା ବାଉଁଶ ପ୍ରତିଦିନ  ଆଉଁଷ 

କିଛି ଆଉ କେହି ନ ଥିବେରେ ସାଥେ 

ଯେତେବେଳେ ପୋଡି ହେଉଥିବୁ ପାଉଁଶ





ସତ୍ୟର ପଥ କଠିନ ହେବାରୁ

ସାଧା ଲାଗିବାରୁ ଅରୁଚିକର 
ମଣିଷ ଖାଇଲା ମାଉଁସ ମାଛ 
ସତ୍ୟର ପଥ କଠିନ ହେବାରୁ 
ମଣିଷ ଆପଣେଇ ନେଲା ମିଛ




Sunday 22 August 2021

ମୁଁହଟା ଆଖି ଆଗେ ଯାଏ ଭାସି

 ଆଜି କାହିଁକି ବହୁତ ମନେ ପଡ

ମୁଁହଟା ଆଖି ଆଗେ ଯାଏ ଭାସି 

ଜୁଆର ଆସି ପାଦ ଛୁଇଁ ଦେଲେ 

ଲାଗେ ତୁମେ ପାଖରେ ଅଛ ବସି 




ଘର ଯାହା ସ୍ୱର୍ଗ ତାହା

 ଝରକା ଖୋଲିଲେ ପବନ

ଦୁଆର ଖୋଲିଲେ ଖରା

ଘର ଯାହା ସ୍ୱର୍ଗ ତାହା 

ରୋଗ ଭୟ ପାଏ ପରା 




A swimmer is more safe

Tide hugs everyone

Whoever reaches beach

A swimmer is more safe 

Not  matters poor or rich



Saturday 21 August 2021

But only one gave company

 All of them  sent words

All of them gifted  cards

But only one gave company  

When my time was bad 



The present became past

Everyone left the class room 

But one was still  there

The present became past

Student was offered a chair 





ଭୋଟର ମାତା ପିତା

 କଳା ବିଜ୍ଞ୍ୟାନ ବାଣିଜ୍ୟ 

କିଛି ବୁଝନ୍ତିନି ନେତା 

ଅମଲା ତାଙ୍କର ବୁଦ୍ଧି 

ଭୋଟର ମାତା ପିତା 




 

The power has power to thrive

A politician is also a magician

Translates corruption into power 

Watching all these miracles 

Naked truth wears underwear  





ଯିଏ ଭଲ ଲାଗିବ

 ମୋ ନାମ କ୍ଷମତା 

ଝିଅ ନାମ ମମତା 

ଯିଏ ଭଲ ଲାଗିବ 

ସିଏ ମୋ ଜାମାତା 





Saturday 14 August 2021

ସମସ୍ତେ ହେଲେ ଶିକ୍ଷିତ

 ବୁଢାବାପା ଥିଲେ ଚାଷୀ 

ବାପା ହେଲେ ଚାକିରିଆ  

ସମସ୍ତେ ହେଲେ ଶିକ୍ଷିତ 

ମୁଁ ହେଇଗଲି ବେକାରିଆ 




ଦୁର୍ନୀତି ହାତରେ ମାନଦଣ୍ଡ

 ଯେବେଠୁଁ ହେଲୁଣି ସ୍ୱାଧୀନ 

ସେବେଠୁଁ ଚାକିରୀ ଅଧୀନ 

ଦୁର୍ନୀତି ହାତରେ ମାନଦଣ୍ଡ 

ବିରଳ ହେଲାଣି  ସ୍ୱାଭିମାନ 




Friday 13 August 2021

ସେ ଠିଆ ଆହାର କେନ୍ଦ୍ରରେ ଯାଇ

ଯେ ଶ୍ରମେ ଜୀବିତ ଅଖିଳ ସଂସାର  

ଯେ ଶ୍ରମେ  ଶୋଭିତ ଏ ବିଶ୍ଵ ମହୀ

ସେ ଶ୍ରମକୁ  ଡରି ସର୍ବଶ୍ରେଷ୍ଠ ଜୀବ 

ସେ ଠିଆ ଆହାର କେନ୍ଦ୍ରରେ ଯାଇ 





Thursday 12 August 2021

ଖୋଲି ପକା ଆଖିରୁ ପଟି

 ଧର୍ମ ଡାକ ଦେଲା ଗାନ୍ଧାରୀ 

ଖୋଲି ପକା ଆଖିରୁ ପଟି

ଅଧର୍ମ ଆଚରି କୌରବେ

ସବୁ ପଡିଛନ୍ତି କାମୁଡି ମାଟି  










କପଟୀ ଲୋକ ଡରୁ ଥାଏ

 ସରଳ ଲୋକ ଠକି ଯାଏ 

କପଟୀ ଲୋକ ଡରୁ ଥାଏ 

ଧର୍ମବାଟରେ ଚାଲେ ଯିଏ 

ଭାବ ସାଗରୁ ତରି ଯାଏ 




ମନ୍ତ୍ରୀଙ୍କୁ ସବୁ କିଛି ଜଣା

ମନ୍ତ୍ରୀଙ୍କ କଥା କଣ କହିବ

ତାଙ୍କୁ ସବୁ କିଛି ପରା ଜଣା

ବିଭାଗ ପରିବର୍ତନ ହେଲେ 

କେବେ ନ ହୁଅନ୍ତି ବାଟବଣା





ଆଉ ଲାଗିବ ମାସ ଦି ମାସ

 ସମସ୍ୟାକୁ ଦିନେ ପଚାରିଲି 

ତାର କେବେ ହେଉଛି ଶେଷ 

ମୁରୁକି ହସି ସମସ୍ୟା କହିଲା  

ଆଉ ଲାଗିବ ମାସ ଦି ମାସ   






Wednesday 11 August 2021

ନ ଥିବ ମହୀରେ ଆଉ

ଆଜି ଯିଏ  ଶିକ୍ଷା ମନ୍ତ୍ରୀ 
କାଲି ବୁଝୁଥିଲା ବାୟୁ  
ଏତ ଜ୍ଞ୍ୟାନର ଗଜରା
ନ ଥିବ ମହୀରେ ଆଉ






ନୂଆ ଢଙ୍ଗର ଲୁଣ୍ଠନ

 ଦେଶକୁ କରି ଖଣ୍ଡ ଖଣ୍ଡ

ସୃଷ୍ଟି କଲୁ ବହୁତ ରାଜ୍ୟ

ଦରମା କରିଛୁ  ଅଲଗା 

ସେହି ଗୋଟିଏ କାର୍ଯ୍ୟ 





Tuesday 10 August 2021

ଅତୀତର ଆଉ ଭେଟ ମିଳୁନି

 ଅତୀତର  ଆଉ ଭେଟ ମିଳୁନି 

କେତେ ଥର ଗଲିଣି ହାଟ

ଜୋତାରୁ ପଟଟେ ଛିଡି ଗଲା 

ଆଉ ପଟେ ଭୁଲିଗଲା ଘରବାଟ 




Monday 9 August 2021

ବର୍ତମାନ ଯେଉଁ ଗଛ ଦେଖ

 ଅତୀତରୁ ଆଣିଲି ଅନୁଭୂତି 

ଭବିଷ୍ୟତଠୁଁ ପାଇଲି ଆଶା 

ବର୍ତମାନ ଯେଉଁ ଗଛ ଦେଖ  

ଏଠି ଜୀବନ ବାନ୍ଧିଛି  ବସା 






ପରିଶ୍ରମ କରିବା ଶିଖ

 ଭୋକ ଲାଗିବା ଆଗରୁ 

ପରିଶ୍ରମ କରିବା ଶିଖ 

ଇଜ୍ଜତ କେମିତି ଯିବ 

ଯଦି ଘୋଡେଇ ରଖ 






Sunday 8 August 2021

I am head and tail

 I have my own scale

I wish ,I make fail

I am autonomous

I am head and tail 




  

Everyone loves forest

 Everyone loves forest 

None hates encroaching

Everyone love  flesh

None hates poaching 



Everyone loves forest

There are now roads and buildings 

One day where was a dense forest

Animals/birds were jailed in  zoo

To prove  boss  is  always correct  [1]





 

Saturday 7 August 2021

Wherever I feel sleep

Neither have a mobile 

Nor have access to zoom

Wherever I feel sleep

That is my bed room 




Friday 6 August 2021

ଭାବନା ରହୁଛି ଲୁଚି

 ମୁରିକି ମୁରୁକି ହସୁଛ

ମନରେ ରହୁଛି କିଛି

ମୁଁହଟା ବନ୍ଦ ଥିବାରୁ

ଭାବନା ରହୁଛି ଲୁଚି 




ଆଚାର ବିକୁଛ ବିକ

ଆଚାର ବିକୁଛ ବିକ

ସମସ୍ତେ ପାଆନ୍ତି ଭଲ

ରାଗ ବିକିବନି କେବେ

ବୁଡ଼ିଯିବ ଲାଭ ମୂଳ  











Wednesday 4 August 2021

Math counts the dots

Art binds  the hearts

Science loves brain

Math counts the dots

Commerce taps  gain








ରୋଷେଇଆ ପେଟଭରେ ଅଳ୍ପ ଅଳ୍ପ ଚାଖି

 ଚୋର କହେ ପ୍ରଭୁ କେହି ନ ପାରୁ ଦେଖି 

ସାଧୁ କହେ ପ୍ରଭୁ ସଦା ରହିଥା ପାଖାପାଖି  

ରୋଷେଇ ଘରେ ଖାଇବା ମନା ଥିବାରୁ 

ରୋଷେଇଆ ପେଟଭରେ ଅଳ୍ପ ଅଳ୍ପ ଚାଖି 




Tuesday 3 August 2021

Swallowd truth

Power swallowed the truth 

Truth entered the heart  

Heart could not write ECG 

ECG! without trough and crest







 





Monday 2 August 2021

Every dot was a kiss

 A paint catches eyes 

If it's someone's love 

Every dot was a kiss

The artist's best have








Sunday 1 August 2021

Let see the criteria

Workers don't do good 

Leader is getting prize 

Let see the criteria 

OMG! not at all wise




ବଡ ଅଜବ ଗଣ ମାଧ୍ୟମ

 ବଡ ଅଜବ ଗଣ ମାଧ୍ୟମ

ଖବର କାଢନ୍ତି  ବଢିଆ 

ପଢି ବୁଝିବାକୁ  ତର ନାହିଁ 

ଘରେ ମୋ ଭୀଷଣ ଅଡୁଆ 





ଦାୟିତ୍ୱ ସକାଳେ ନିଦରୁ ଉଠାଏ

ଦାୟିତ୍ୱ ସକାଳେ ନିଦରୁ ଉଠାଏ

ସନ୍ଧ୍ୟା ମନ ପକାଇ ଦିଏ  ଘର 

ବିପଦରେ ସବୁ ପ୍ରଭୁଙ୍କୁ ଡାକନ୍ତି  

ତାପମାତ୍ରା ସୂଚେଇ ଦିଏ ଜର