A flower with 4 petals
Thursday, 12 August 2021
ଆଉ ଲାଗିବ ମାସ ଦି ମାସ
ସମସ୍ୟାକୁ ଦିନେ ପଚାରିଲି
ତାର କେବେ ହେଉଛି ଶେଷ
ମୁରୁକି ହସି ସମସ୍ୟା କହିଲା
ଆଉ ଲାଗିବ ମାସ ଦି ମାସ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment