ଯେ ଶ୍ରମେ ଜୀବିତ ଅଖିଳ ସଂସାର
ଯେ ଶ୍ରମେ ଶୋଭିତ ଏ ବିଶ୍ଵ ମହୀ
ସେ ଶ୍ରମକୁ ଡରି ସର୍ବଶ୍ରେଷ୍ଠ ଜୀବ
ସେ ଠିଆ ଆହାର କେନ୍ଦ୍ରରେ ଯାଇ
No comments:
Post a Comment