ଯେତେ ଭଣ୍ଡୁଛ ଭଣ୍ଡ ଯେତେ ଲୁଟୁଛୁ ଲୁଟୁ
ବାଡ଼ିରେ ଲଗା ବାଉଁଶ ପ୍ରତିଦିନ ଆଉଁଷ
କିଛି ଆଉ କେହି ନ ଥିବେରେ ସାଥେ
ଯେତେବେଳେ ପୋଡି ହେଉଥିବୁ ପାଉଁଶ
No comments:
Post a Comment