Monday 28 February 2022

ଅଳିଆ ଗଦାର ଗଛଟା

ଅଳିଆ ଗଦାର ଗଛଟା ବାଣ୍ଟି ଦିଏ ଫଳ ଛାଇ ଏକ ମା ପେଟୁ ଜନମି ଭୁଲିଯାଏ ନିଜ ଭାଇ

Saturday 26 February 2022

ତୁମକୁ ସ୍ମୃତି କରି ଛାଡି ଗଲା

ଯାହା ଦେଇଥିଲା ସମୟ ଯାଚି ସବୁ ଗୋଟି ଗୋଟି ଗଣି ନେଲା ଭୁଲି ପାରିବିନି କହିଲି ବୋଲି ତୁମକୁ ସ୍ମୃତି କରି ଛାଡି ଗଲା

Friday 25 February 2022

ଆଖି କହେ ଅବା ଦେଖୁ ଥାଆନ୍ତା ମନ କହେ ଆଉ ଥରେ ଗାଆନ୍ତା ଅରୁଦୀପ ଯେବେ ମଞ୍ଚରେ ଚଢେ ରାତି ନ ହୁଅନ୍ତା କେବେ ପାହାନ୍ତା

Monday 21 February 2022

Tuesday 15 February 2022

When you simply walk

When you simply walk To your home from job Here are the list of gifts Those really you have

When I found the way

When I found the way Sky was meeeting earth I was able to hear It was my own breath

When a mother sees some good food

When a mother sees some good food She first pack for her child This not only for human Is also true for the wild

Sunday 13 February 2022

Always you shine Oh, blessed twin Wherever you go Always you win

Always you shine Oh, blessed twin Wherever you go Always you win

ମନ ଅଗଣାରେ ଝଡ଼େ

ସ୍ମୃତି ସବୁ ଫୁଲ ହୋଇ ମନ ଅଗଣାରେ ଝଡ଼େ ପୁଣି କେଜାଣି କାହିଁକି ତୁମ କଥା ମନେ ପଡେ

Saturday 12 February 2022

ନୀଳ ଆକାଶରେ ଲାଲ ସୁରୁଜ

ନୀଳ ଆକାଶରେ ଲାଲ ସୁରୁଜ ଉଷା ଆକାଶରେ ମୁଠେ ମୁରୁଜ ଅରୁଦୀପ ମୋହେ ଜନ ମାନସ ଅବା ପ୍ରସ୍ଫୁଟିତ ସଦ୍ୟ ବାରିଜ

Thursday 10 February 2022

ସଂଗୀତ ସାଗର ଅତଳ ଗଭୀର

ସଂଗୀତ ସାଗର ଅତଳ ଗଭୀର ଶ୍ରୋତା ଚଢିଲେ ଅରୁଦୀପ ପୋତ ଆହୁଲା ମାରୁଥିଲା ସ୍ୱରର ଲହଡି ଭାବ ଆଉ ଲୟ ମାରୁଥିଲେ କାତ

Wednesday 9 February 2022

ହୃଦୟର ଡାକ ସବୁଠୁଁ ମିଠା

ଆଖି ଆଖିକୁ ଦିନେ କହିଲା ଯାହା କାନରେ କହୁଛି ଶୁଣ ହୃଦୟର ଡାକ ସବୁଠୁଁ ମିଠା ସଞ୍ଚାରେ ଶରୀରେ ପ୍ରାଣ

Tuesday 8 February 2022

ବୟସ ଭାରରେ ଅଣ୍ଟା ମୋ ନଇଁଲା

ବୟସ ଭାରରେ ଅଣ୍ଟା ମୋ ନଇଁଲା ସ୍ୱେଚ୍ଛାରେ ନ ବଞ୍ଚିଲି ଗୋଟେ ଦିନ ସୁଯୋଗ ଅପେକ୍ଷାରେ ଦିନ ବିତିଲା ଯେସନେ ଜଳେ ବକ କରେ ଧ୍ୟାନ

Monday 7 February 2022

One flower does not mean spring

One ring does not mean marriage One flower does not mean spring Mother must carry nine months To give birth a healthy offspring

Saturday 5 February 2022

ବାଟ ଚାହିଁ ଚାହିଁ ସଞ୍ଜ ନଇଁଲା

ବାଟ ଚାହିଁ ଚାହିଁ ସଞ୍ଜ ନଇଁଲା ହେଲା ସବୁ ଅପେକ୍ଷାର ଇତି ଗୋଟେ କମ୍ବଳରେ ଦୁଇ ଜଣ ବଡ ଅଭୁଲା ସେ ଶୀତ ରାତି

ଭୁଲିଯିବା ଲୋକ ବେଶି ଭଲ ପାଆନ୍ତି

ଭୁଲିଯିବା ଲୋକ ବେଶି ଭଲ ପାଆନ୍ତି ଆଖିକୁ ପାଖ ସିନା ହୃଦୟରୁ ଦୂରେ ରହନ୍ତି

ନିଜକୁ ନିଜେ ଫେରି ପାଇବା ଆଗରୁ

ଆଖିକୁ ସମ୍ପୂର୍ଣ ବିଶ୍ୱାସ କରିବା ଆଗରୁ ସ୍ମୃତି ଦୁଆର ପୁରା ଖୋଲି ଯାଇଥିଲା ନିଜକୁ ନିଜେ ଫେରି ପାଇବା ଆଗରୁ ଭୁଲରେ ହାତକୁ ହାତ ଛନ୍ଦି ହୋଇଗଲା
Indian Idol gave birth to Arudeep When she was just 12yrs old The child so good in music and singing People loved like diamond and gold

Thursday 3 February 2022

ତରଙ୍ଗ ଫେରି କାନରେ କହିଲା

ମନ ନଦୀତୀରେ ମୁଁ ବସୁଥିଲି ଏକା ସମୟ ଅଗଣାକୁ ଫିଙ୍ଗୁଥିଲି ଟେକା ତରଙ୍ଗ ଫେରି କାନରେ କହିଲା ଆଜିଠୁଁ ଆଉ ତୁମେ ନୁହେଁ ଏକା