Tuesday 8 February 2022

ବୟସ ଭାରରେ ଅଣ୍ଟା ମୋ ନଇଁଲା

ବୟସ ଭାରରେ ଅଣ୍ଟା ମୋ ନଇଁଲା ସ୍ୱେଚ୍ଛାରେ ନ ବଞ୍ଚିଲି ଗୋଟେ ଦିନ ସୁଯୋଗ ଅପେକ୍ଷାରେ ଦିନ ବିତିଲା ଯେସନେ ଜଳେ ବକ କରେ ଧ୍ୟାନ

2 comments:

  1. ଭଲ ଲେଖିଛନ୍ତି।
    ସଂକ୍ଷିପ୍ତ ହେଲେ ବି ଅର୍ଥପୂର୍ଣ୍ଣ।

    ReplyDelete