Tuesday 30 April 2019

ଯାହାର ନିଜସ୍ବ ସମ୍ଭିଧ୍ଧାନ ଜ୍ଞାନ ନାହିଁ
ଯାହାକୁ ସାହା ଅମଲା ଆଉ ଯନ୍ତ୍ରୀ
Guess who is he/she ?
ଜଣେ କହେ ମୁଁ କ୍ୟାବିନେଟ୍ ପାହିଆ
ଜଣେ କହେ ମୁଁ ହେଉଛି ମନ୍ତ୍ରୀ

No one would pass in political science If an examination done based on writing

Politicians use so much cross-talk
Before election so much fighting
No one would pass in political science
If an examination done based on writing

ଚେହେରାତ ବଡ ନରମା କଣ ସବୁଦିନ ଦିଅନ୍ତା ପହରା

ବୟସ  ଚାଳିଶି ଟପିଲା
ବାଳ ହୋଇଲାଣି କହରା
ଚେହେରାତ ବଡ ନରମା
କଣ ସବୁଦିନ ଦିଅନ୍ତା ପହରା 

Monday 29 April 2019

Some follow the framed rules

Some follow the framed rules
Because they want to remain cool
They forgot to fight the odds
What was taught in the school





Sunday 28 April 2019

Saturday 27 April 2019

The shadow of a tree The love of a mother

The shadow of a tree
The love of a mother
Either absolutely free
Enjoy forever

If nominee is a post graduate

If nominee is a post graduate
Also have good character
There is service certificate
I pledge to be his/her voter

ମାଆର ପଣତ କାନି ସନ୍ଧ୍ୟାର ଶଙ୍ଖ ଧ୍ବନୀ

ମାଆର ପଣତ କାନି
ସନ୍ଧ୍ୟାର ଶଙ୍ଖ ଧ୍ବନୀ
ପ୍ରାଣକୁ ଶୀତଳ କରେ
ଗରିବ ହେଉବା ଧନୀ

People elect politicians Why there is selection is for job This is a democratic country Let politicians and public be equally served

People elect politicians
Why there is selection is for job
This is a democratic country
Let politicians and public be equally served

A-4 size paper becomes document When it carries a stamp A document brings hiccup When it carries hump and bump

A-4 size paper becomes document
When it carries a stamp
A document brings hiccup
When it carries hump and bump

In the country we live in Even a clerk is now a graduate

In the country we live in
Even a clerk is now a graduate
What must be the qualification
To whom we elect as a cabinet ???

ଯେଉଁ ହାତରେ ଶଙ୍ଖ ଧରୁଛୁ ସେଇ ହାତରେ ଧରୁଛୁ ପଦୁଂଅ

ଯେଉଁ ହାତରେ ଶଙ୍ଖ ଧରୁଛୁ
ସେଇ ହାତରେ ଧରୁଛୁ ପଦୁଂଅ
ଚାଲ ସବୁ ମିଳିମିଶି ଭାରତ ଗଢିବା
ଫୋପଡା ଫୋପଡି ବନ୍ଦ କର କାଦୁଅ

Tuesday 23 April 2019

ଧର ତୁମେ ଜଣକୁ ଦେଇଛ ଭୋଟ ମୁଁ ଦେଇଛି ଭୋଟ ଅନ୍ୟ ଜଣକୁ

ଧର ତୁମେ ଜଣକୁ ଦେଇଛ ଭୋଟ
ମୁଁ ଦେଇଛି ଭୋଟ ଅନ୍ୟ ଜଣକୁ
ତୁମରଟା ଯଦି ଗାଦିରେ ବଇ ପଡିଲା
କ'ଣ ସମାନ ଉପକାର ମିଳିବ ଦିିହିଁଙ୍କୁ?

Life is full of struggles Road has many humps

Life is full of struggles
Road has many humps
Journey far is impossible
Without  walking between jumps

Monday 22 April 2019

ଭୋଟ ଯେତେ ପାଖେଇ ଆସୁଛି ହେରା ଏନ୍ତା ପାଖକୁ ଆସୁଛ କିଆଁ

ଭୋଟ ଯେତେ ପାଖେଇ ଆସୁଛି
ହେରା ଏନ୍ତା ପାଖକୁ ଆସୁଛ କିଆଁ ଜକେଇ
ଆମରତ ବୁଆ ଟଙ୍କାକିଆ ଚାଉଳ ଜୀବନ
ଆମେ ସବୁ ଦୁର୍ବଳରୁ ହେଉଛୁ ଧକେଇ

Motivation doesn't last Neither does bathing

Motivation doesn't last
Neither does bathing
Repeat is recommended
Like Birth day's clothing

Sunday 21 April 2019

ଭୋଟ ଆସିବ ନୋଟ ଉଡିବ ଏମିତି ବିତିଲାଣି ସତୁରି ବରଷ

ଭୋଟ ଆସିବ ନୋଟ ଉଡିବ
ଏମିତି ବିତିଲାଣି ସତୁରି ବରଷ
ମୋ ବାପ ଚଷୁଥିଲା ପାଞ୍ଚ ମାଣେ
ମୋର ମାଗଣାରେ ଚାଲେ ନିଶ୍ବାସ

ନେତାଙ୍କର ବଳ ଭୋଟ ଯୋଗ୍ୟତା ଶହେକୁ ଶହେ ସାଠ

ନେତାଙ୍କର ବଳ ଭୋଟ
ଯୋଗ୍ୟତା ଶହେକୁ ଶହେ ସାଠ
ଏମାନଙ୍କର ଯଦି ବୋକଚା ବୋହିବୁ
ମନ ଦେଇ ପଢରେ ପାଠ

Politicians made us drunkard

English gave India to politicians
Politicians made us drunkard
Group-A were appointed as slaves
This is the Independence's reward



Saturday 20 April 2019

Anyone can become a political leader

Anyone can become a political leader
Qualification and skill are not required
Whatever shouting and table beating are necessary
Once elected ,can be easily acquired

Everyone search Best of their ĺuck

One catches bus
One goes by truck
Everyone search
Best of their ĺuck

A youth is lost in dream

A kid feels life is for play
A youth is lost in   dream
A middle is between do's and don't
A senile fall short of a being

Thursday 18 April 2019

Unnecessary was document's length

In the time of Satya Yuga
Truth was the only strength
Just uttering once was enough
Unnecessary was document's length





Wednesday 17 April 2019

ଅଯୋଗା ହେଲେ ରାଜନେତା ମଦ ହେଲା ମୁଖ୍ୟ ବେପାର

ଗାଆଁ ଗଲା ମୁଖିଆ ଗଲେ ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ଜମି ଗଲା ଜମିଦାରୀ ଗଲା ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ରାଜା ଗଲେ ପ୍ରଜା ଗଲେ ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ରାଷ୍ଟ୍ରପତି ଗଲେ ରାଷ୍ଟ୍ର ଗଲା ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ମନ୍ତ୍ରୀମାନେ ରାଜାଠୁଁ ବଡ !! ଅମଲାଙ୍କୁ କଲେ ବୋକଚା ବୁହା ଭୋଟର ହେଲେ ନୋଟରେ କିଣା ଦେଖିକି ଥରୁଛି ହିଆ ଯିଏ ହେଲେ ବଡ ପାଠୁଆ କାମ କରି ଦିନ ବଞ୍ଚିଲେ ସଂରକ୍ଷଣ ବ୍ୟବସ୍ଥା ଲାଗି ଗଲାରୁ ଟଙ୍କାକିଆ ଚାଉଳକୁ ଚିନ୍ତିଲେ

Saturday 13 April 2019

ନିର୍ବାଚନରେ ଅଛି ଯେତେ କନ୍ଦଳ କେଉଁ ପ୍ରତିଯୋଗିତାରେେ ନାହିଁ

ନିର୍ବାଚନରେ ଅଛି ଯେତେ କନ୍ଦଳ
କେଉଁ ପ୍ରତିଯୋଗିତାରେେ ନାହିଁ
ବିନା ଯୋଗ୍ଯତାରେ ଅସୀମ କ୍ଷମତା
କିଏ କିରେ ଛାଡେ ଭାଇ

When heart is full Thought flows as tear

When heart is full
Thought flows as tear
When tolerance limit is crossed
Mind forgets fear

ଯିଏ ଗଢୁଛି ଗଢୁ ସରକାର ପ୍ରତି ଗ୍ରାମରେ ମେଞ୍ଚେ ଦଳ

ଯିଏ ଗଢୁଛି ଗଢୁ ସରକାର
ପ୍ରତି ଗ୍ରାମରେ ମେଞ୍ଚା ମେଞ୍ଚା ଦଳ
ଦଳ ସଫା ହେଲେ ସିନା ଲୋକେ ବଢିବେ
ନହେଲେ ଲାଗିଥିବ ଗଣ୍ଡଗୋଳ

Don't make mistake in good choice

Neither age nor gender
Neither look or nor sweet voice
Fraud is lurking round and round
Don't make mistake in good choice

ଜନତା ମୋବାଇଲ୍ ରେ ବ୍ୟସ୍ତ

ଆସ ମିଳିମିଶି ଲୁଟିବା
ଏ ଦେଶଟାତ ଆମର
ଜନତା ମୋବାଇଲ୍ ରେ ବ୍ୟସ୍ତ
ସହଜ ହେବ କାମ ଆମର

Better becomes best

Never never never 
Waist time ,take rest 
Good becomes better
Better becomes best




Thursday 11 April 2019

Application precedes written test

Application precedes written test
Viva precedes skill
Medical fitness precedes probation
Selection is a real life drill
xxxxxxx----xxxxxx-----xxxxxx
Election(Supremo) distributes tickets
Candidates spreads their racket
No qualification or criteria is limit
If money and power are in basket

Fraud is lurking round and round

Neither age nor gender
Neither look or nor sweet voice
Fraud is lurking round and round
Don't make mistake in good choice

ଜନତା ମୋବାଇଲ୍ ରେ ବ୍ୟସ୍ତ

ଆସ ମିଳିମିଶି ଲୁଟିବା
ଏ ଦେଶଟାତ ଆମର
ଜନତା ମୋବାଇଲ୍ ରେ ବ୍ୟସ୍ତ
ସହଜ ହେବ କାମ ଆମର

Wednesday 10 April 2019

Application precedes written test

Application precedes written test
Viva precedes skill
Medical fitness precedes probation
Selection is a real life drill
xxxxxxx----xxxxxx-----xxxxxx
Election(Supremo) distributes tickets
Candidates spreads their racket
No qualification or criteria is limit
If money and power are in basket




Tuesday 9 April 2019

It is and amusing To swim in the direction of stream

It is easy and amusing
To swim in the direction of stream
But when the river itself is lost in sea
Where would you save luggage and your dream?

Monday 8 April 2019

On the progress road of village Walk up to the polling center

On the progress road of village
Walk up to the polling center
No political party or person
Has no role in this matter




Some encounter is sweet

Some encounter is sweet
Some encounter is money
Some encounter is bitter
Some encounter is funny




Money didn't lift phone

Money came flying
When kissed corruption
When was jailed
Money didn't lift phone



Saturday 6 April 2019

ସଙ୍କୁନି ରଚିଲା କପଟ ପାଣ୍ଡବେ ହାରିଲେ ପଶା

ସଙ୍କୁନି ରଚିଲା କପଟ
ପାଣ୍ଡବେ ହାରିଲେ ପଶା
ଦୁର୍ଯୋଧ୍ଧନର ଜାନୁ ଭାଙ୍ଗିଲା
କୌରବେେ ଲଭିଲେ ମରଣ ଦଶା

କାହାର ସୁନ୍ଦର ରୂୂପ କାହାର ସୁନ୍ଦର ନାମ

କାହାର ସୁନ୍ଦର ରୂୂପ
କାହାର ସୁନ୍ଦର ନାମ
କାହାର ସୁନ୍ଦର ବେଶ ଭୂଷା
କାହାର  ସୁନ୍ଦର କାମ

Thursday 4 April 2019

ଯେଉଁଠି ଉଡୁଛି ପଇସା ପହଞ୍ଚି ଗଲକି ସେଠି

ଯେଉଁଠି ଉଡୁଛି ପଇସା
ପହଞ୍ଚି ଗଲକି ସେଠି
ତଳକୁ ଅନେଇ ଚାଲୁଥା
ନ ହେଲେ ପଡିବ ଝୁଣ୍ଟି

ପାଖେ ଥିଲେ ଗଛର ଛାଇ ଛତା କିସ ପାଇଁ ଲୋଡା

ପାଖେ ଥିଲେ ଗଛର ଛାଇ
ଛତା କିସ ପାଇଁ ଲୋଡା
ମା କୋଳେ ଥିଲେ ବସି
କି ନେଇ କରିବ ଘୋଡା

Passenger eyes home

Passenger eyes home
Conductor eyes tickets 
Driver eyes road 
Cleaner eyes gates


Wednesday 3 April 2019

Tuesday 2 April 2019

Closure the election Politicians visit voter daily

Closure the election 
Politicians visit voter daily
Once they win the election 
Voter can't meet them even going to Delhi