Monday 22 April 2019

ଭୋଟ ଯେତେ ପାଖେଇ ଆସୁଛି ହେରା ଏନ୍ତା ପାଖକୁ ଆସୁଛ କିଆଁ

ଭୋଟ ଯେତେ ପାଖେଇ ଆସୁଛି
ହେରା ଏନ୍ତା ପାଖକୁ ଆସୁଛ କିଆଁ ଜକେଇ
ଆମରତ ବୁଆ ଟଙ୍କାକିଆ ଚାଉଳ ଜୀବନ
ଆମେ ସବୁ ଦୁର୍ବଳରୁ ହେଉଛୁ ଧକେଇ

No comments:

Post a Comment