Wednesday 17 April 2019

ଅଯୋଗା ହେଲେ ରାଜନେତା ମଦ ହେଲା ମୁଖ୍ୟ ବେପାର

ଗାଆଁ ଗଲା ମୁଖିଆ ଗଲେ ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ଜମି ଗଲା ଜମିଦାରୀ ଗଲା ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ରାଜା ଗଲେ ପ୍ରଜା ଗଲେ ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ରାଷ୍ଟ୍ରପତି ଗଲେ ରାଷ୍ଟ୍ର ଗଲା ପୃଥିବୀ ଗ୍ରାସିଲା ସହର ଅଯୋଗା ହେଲେ ରାଜନେତା ମଦକୁ କଲେ ବେପାର ମନ୍ତ୍ରୀମାନେ ରାଜାଠୁଁ ବଡ !! ଅମଲାଙ୍କୁ କଲେ ବୋକଚା ବୁହା ଭୋଟର ହେଲେ ନୋଟରେ କିଣା ଦେଖିକି ଥରୁଛି ହିଆ ଯିଏ ହେଲେ ବଡ ପାଠୁଆ କାମ କରି ଦିନ ବଞ୍ଚିଲେ ସଂରକ୍ଷଣ ବ୍ୟବସ୍ଥା ଲାଗି ଗଲାରୁ ଟଙ୍କାକିଆ ଚାଉଳକୁ ଚିନ୍ତିଲେ

No comments:

Post a Comment