Thursday 4 April 2019

ଯେଉଁଠି ଉଡୁଛି ପଇସା ପହଞ୍ଚି ଗଲକି ସେଠି

ଯେଉଁଠି ଉଡୁଛି ପଇସା
ପହଞ୍ଚି ଗଲକି ସେଠି
ତଳକୁ ଅନେଇ ଚାଲୁଥା
ନ ହେଲେ ପଡିବ ଝୁଣ୍ଟି

No comments:

Post a Comment