Sunday 21 April 2019

ଭୋଟ ଆସିବ ନୋଟ ଉଡିବ ଏମିତି ବିତିଲାଣି ସତୁରି ବରଷ

ଭୋଟ ଆସିବ ନୋଟ ଉଡିବ
ଏମିତି ବିତିଲାଣି ସତୁରି ବରଷ
ମୋ ବାପ ଚଷୁଥିଲା ପାଞ୍ଚ ମାଣେ
ମୋର ମାଗଣାରେ ଚାଲେ ନିଶ୍ବାସ

No comments:

Post a Comment