Friday 31 December 2021

Wednesday 29 December 2021

ଜାଣିଲୁ ସାଙ୍ଗ ଆଖି ଦୁଇଟା ଭରିଗଲା

 ଜାଣିଲୁ ସାଙ୍ଗ ଆଖି ଦୁଇଟା ଭରିଗଲା 

ଜାଣିଲୁ ସାଙ୍ଗ ଭରିଗଲା ଦୁଆଟା କାନ 

ଜାଣିଲୁ ସାଙ୍ଗ ହୃଦୟ ବି ଭରିଗଲା

କି ସୁନ୍ଦର ଗାଉଛନ୍ତି ଅରୁ ଆଉ ପବନ  




Forgetting is not possible

Forgetting is not possible

We have become so close

You read the love letter

I kissed the given rose







Tuesday 28 December 2021

ଅରୁଦୀପର ଯୁଗଳବନ୍ଦୀ

 ଅରୁଦୀପର ଯୁଗଳବନ୍ଦୀ 

ହୃଦୟ କରେ ଚୋରି 

ଆହାଃ କି ମଧୁର ସ୍ୱର 

ଅମୃତ ପଡେ ଭରି




Monday 27 December 2021

ଘଞ୍ଚ ଜଙ୍ଗଲ ମଝିରେ ହାତ ଛାଡି ଦେଲ

 ଘଞ୍ଚ ଜଙ୍ଗଲ ମଝିରେ ହାତ ଛାଡି ଦେଲ

ଯେଉଁଠି କେବଳ ପାହାଡ଼ ଝରଣା ଗଛ 

ନିଶ୍ଵାସ ବିଶ୍ୱାସ ମିଶାଇ ଯାହା କହିଥିଲ

ସତରେ କଣ ସବୁଥିଲା ଡାହା ମିଛ 




I am not able to believe at all 

You will  leave me on the road

If you are already married 

Hi, hi you could have told 



 ନ ଦେଇ ପାଖରେ ରଖିଲ

ଭାବୁଛ ନେଇକି ଯିବ ଘର

ଏଠୁ କେହି କିଛି ନେଇ ନାହିଁ

ଖାଲି ଲୋକହସା କଥା ସାର

 ସଙ୍ଗୀତର ସ୍ଵାସ୍ଥ କାଳେ ଖରାପ ହେବ    

ଆମେ ଦର୍ଶକମାନେ ଭାରି ଡରୁଛୁ  

ଅରୁଦୀପ ତୁମେ ସାଙ୍ଗରେ ରୁହ 

ଆମେ ଏତିକି  ଗୁହାରି  କରୁଛୁ 

 Everyone say Aru is the melody queen

Can anyone say who is the melody king?

I guess he the hero of the "Manzoor Dil"

Who gave Aru the most beautiful ring


Sunday 26 December 2021

An artist returned home

An artist  returned home 

After the show was over

A friend visited his home

To return mobile charger 




Thought lined up in Que

 Thought lined up in Que

The encounter was new

Whatever you showed

It was a rarely rare view




Saturday 25 December 2021

Just hearing is like a dream

Just hearing is like a dream

Just seeing like is an information

Performing is like research

Result is the confirmation 






Our own blood is warm

Believe like anyone else

Our own blood is warm

Anyone who is  talent

Let be everyone's charm [1]

If your own blood is warm

How mine would be cold

If you don't have cold allergy

Feel thyself if that bold [2]

Lunch is bread or rice

We are so much in common

For anyone else silly mistakes

Stop sending funny summon[3] 






  Hi Chitra Ji Madam

You are the great

Please leave Pawan

He is Aru's fate


ବାସ୍ତବ ଜୀବନ

 ବାହାରେ ମାଘର ହାଡଥରା ଶୀତ

ଚାରିଆଡେ ଗ୍ରୀଷ୍ମର ପ୍ରବଳ  ଝାଞ୍ଜି

ଜରାୟୁର ଘନ ଅନ୍ଧାରର ଯେଉଁ ଶାନ୍ତି 

ଆଲୋକ ତୁମେ ନ ପାରିବ ବୁଝି [୧]

ଉଠୁ ଖାଇବୁ ଉଠୁ ଖାଇବୁ ଧନ  

ନିଦରେ ଆଖି ହେଉଥାଏ ମୁଜି

ବୋଉଲୋ ତୁ କେତେ ମନେ ପଡୁ  

ଆଜି ପାଖେଥିଲେ ପାରନ୍ତୁ  ବୁଝି [୨] 

ଚାରିଆଡେ ଲୋକଙ୍କ କି ଭିଡ଼ 

ପୁଣି ବି ଆଖି ବୁଲୁଥାଏ ଖୋଜି 

କାହିଁକି ଯେ ଏତେ ମନେ ପଡ

କେବେ ବି ପାରେନି   ବୁଝି  [୩]

ମନୋରଞ୍ଜନର ନାହିଁ  ଅଭାବ

ତଥାପି ଫୁଟେ  ଆତସ ବାଜି 

ଆଉ କେତେ ପ୍ରଦୂଷଣ ଲୋଡ଼ା

ଲୋକ ପାରନ୍ତିନି ଜମା ବୁଝି [୪]

ଦିମୁଠା ଭାତରେ ପେଟ ପୁରେ 

କିଛି ମଦରେ ଯାନ୍ତି ମଜ୍ଜି 

ଵିଭାହିତ କାହିଁକି ଶାନ୍ତି ଖୋଜେ  

ଅବିବାହିତ କଣ ପାରିବ ବୁଝି[୫]

କେବେ  ହସି ହସି ପେଟ ବଥା

କେବେ ଆଖି ଲୁହରେ ଯାଏ ଭିଜି

 କେବଳ ବଞ୍ଚିବାକୁ ଯେ ଭଲପାଏ

କେବେ ତ ନ ପାରେ ବୁଝି [୬] 







Friday 24 December 2021

ତୁମରି ସେ ଟିକିଏ ଛୁଆଁ

 ପୁରା ଆକାଶଟା ତାରାମୟ 

ଆହାଃ କି ସୁନ୍ଦର ଜହ୍ନ 

ତୁମରି ସେ ଟିକିଏ ଛୁଆଁ

କେବେ ଭୁଲି ପାରେନା ମନ 





Thursday 23 December 2021

ଯେତିକି ଲମ୍ବ ଛାଇ

 ହସଲୁହ ଭରା ଜୀବନ

ସଭିଁଏ ଚାଲନ୍ତି ବୋହି

ପଥ ନୁହେଁ ବେଶି ଦୂର

ହବ ଯେତିକି ଲମ୍ବ ଛାଇ







Wednesday 22 December 2021

ମନ ବୋଲି ଯାହା ଥିଲା

 ମନ ବୋଲି ଯାହା ଥିଲା

ଦେଇଦେଲି ଅତି ଗରିବ

ଅପେକ୍ଷାରେ ତୁମ ରହିଲି

ଭାବିକି ଉତ୍ତର କରିବ





Let your love

 Let your love

Live longer than you

All make promise

Only afford few 





Tuesday 21 December 2021

ପୁଷ୍ପେ ପୁଷ୍ପେ ଭରା ସୁଗନ୍ଧ

 ମୃଦୁ ମୃଦୁ ବହେ ପବନ 

ଦେଖ ନୃତ୍ୟରତ  କଳୀ

ପୁଷ୍ପେ ପୁଷ୍ପେ ଭରା ସୁଗନ୍ଧ 

ଶୁଣ ଭଅଁର କରୁଛି ଅଳି





ଆଲୋ କୋଇଲି ତୋର କଣ ହୋଇଛି

 ଚାରିଆଡେ ନୀରବତା ଆଉ ନୀରବତା   

ଆଲୋ କୋଇଲି  ତୋର କଣ ହୋଇଛି  

ସଜଫୁଟା ମଲ୍ଲୀଫୁଲ ମୁହେଁ ନାହିଁ ହସ 

ମନଟା କଣ କିଏ ଚୋରେଇ ନେଇଛି 









ସିଏ ଦର୍ଶକର ଆପଣାର

 ଯିଏ ଭଲ ଅଭିନୟ କରେ 

ସିଏ ଦର୍ଶକର ଆପଣାର 

ନାୟକ କି ଖଳ ନାୟକ 

କିବା ଯାଏ ଆସେ ତାର 





Monday 20 December 2021

ମା ବାପକୁ ନେଇକି ଛୁଆ

 ମା ବାପକୁ ନେଇକି ଛୁଆ 

ସେଇ ଆଖି ସେଇ ମୁଁହ

ତୋତେ ଦେଖିକରି ଲାଗୁଛି 

ତୁ ହେଇଥିବୁ ଅନାମ ପୁଅ 





 When anyone sees Aru alone

Would definitely miss Pawan

Arudeep's voice touches heart

Without light camera and action

Sunday 19 December 2021

Have already become so close

Have already become so close
It is difficult to maintain distance
Have you every heard ever 
A jasmine without fragrance 






ପ୍ରଭୁଙ୍କୁ ଲାଗିଲା ପ୍ରଥମାଷ୍ଟମୀ ଗଇଁଠା

 ବଡ ହୋଟେଲରେ ଯିଏ ବାସନ ଧୁଏ 

ଭୋକ ଆତୁରେ  ଖାଇଯାଏ ଅଇଁଠା 

ଶ୍ରୀହୃଦେ ଶ୍ରୀବତ୍ସ ପାଦ ପ୍ରହାରିଲା

ପ୍ରଭୁଙ୍କୁ ଲାଗିଲା ପ୍ରଥମାଷ୍ଟମୀ ଗଇଁଠା 





କାଳେ ଦେଖିଲେ କିଏ କଣ ଭାବିବ

 ହୃଦୟେ ରଖିଲେ ଯତନେ ସାଇତି 

ବେଳେ ବେଳେ ଦେଖିବାକୁ ଇଛା ହୁଏ 

କାଳେ ଦେଖିଲେ କିଏ କଣ ଭାବିବ 

ନିଶ୍ଚେ ପଢିବ  ପଠେଇଲି ଚିଠିଟିଏ 





A tiny suggestion from a fan

 Now Aru is away 

Focus only singing 

It is challenge for you

Everywhere ringing [1]

Forget about Chitra 

She has acted with many 

She may be beautiful 

She is not your honey[2]

Aru is portable cool water  

There is not at all dirt 

Chitra is sugar water 

Would increase your thirst [3]

To achieve a great level

It needs great sacrifice 

Before ignoring Aru 

Think Boss twice [4]



 ବଜାରୁ ଚିତ୍ର ବିଚିତ୍ର କଣ୍ଢେଇ କିଣି 

ନ ପାରିବ ଦର୍ଶକ  ମନକୁ କିଣି 

ଯଦି ପବନ ମନାଇ ପାରେ ଅରୁକୁ

ଚିରଦିନ ଦର୍ଶକ ରହିବେ ଋଣୀ

Proud feels Indian

 We love you Aru

We love you Pawan

For your singing

Proud feels Indian 




ଥକିଗଲେ ମଝିରେ ବସେ

 ଦିନ ଥିଲା ମୁଁ ଭାରି କାନ୍ଦୁଥିଲି

ଆଜି ସେହି ଅବସ୍ଥାରେ ହସେ

ଚଲାପଥ ଦୀର୍ଘ ଆଉ ଶୂନସାନ

ଥକିଗଲେ  ମଝିରେ ବସେ








Saturday 18 December 2021

ଫେରିଆ ଫେରିଆ ଅରୁ

କିଆଁ ଜିଇଁବାକୁ  ଡରୁ 

ତୋ ଅପେକ୍ଷାରେ ଦର୍ଶକ 

କାନ୍ଦି କାନ୍ଦି ନ ମରୁ 

ଆହୁରି ପାଖେଇବାକୁ ଡର

 ଆଖିରେ ଆଖି ମିଶେଇ ହେବ   

ହାତରେ ମିଳେଇ ହବ ହାତ 

ଆହୁରି ପାଖେଇବାକୁ ଡର 

କାରଣ ସ୍ବପ୍ନ ହୁଏନା  ସତ 



 ଅରୁ ହେଲା ପାଖରୁ ଦୂର 

ପବନ ସଙ୍ଗୀତରେ ଦେ ମନ 

ଏ ଚିତ୍ରା କି ଫିତ୍ରା ଛାଡି ବାବୁ 

ଟିକେ ଇଜତରେ  ବଞ୍ଚ ଦିନ 

How much my strength

 A few words from my corner of heart 


You got down here 

Did your stop come ?

Our berth was different 

The buggy was same[1]

To find my strength 

You worked  hard

Could you measure ?

How much I had [2]

I am writing it in Odia

How much I'm bad ?

Let you  know Madam

Who is my guard[3]

It is here 

"ହାତରେ ମୋ ଖୁଆଦଣ୍ଡ 

ଆଖିରେ ମୋର ଲହୁଣୀ 

କାନରେ ମୋ ବଂଶୀ ସ୍ୱର 

ଦେହ ମୋ ନନ୍ଦ ଘରଣୀ"

Wish you a happy life 




Friday 17 December 2021

କାନରେ ମୋ ବଂଶୀ ସ୍ୱର

 ହାତରେ ମୋ ଖୁଆଦଣ୍ଡ  

ଆଖିରେ ମୋର ଲହୁଣୀ 

କାନରେ ମୋ ବଂଶୀ ସ୍ୱର 

ମୁଁ ନିଜେ ନନ୍ଦ ଘରଣୀ 





 ଯୁଆଡେ ଗଲେ ସେ ଗୋଟେ କଥା 

ଅରୁଦୀପ ସବୁଠୁଁ ସୁନ୍ଦର  ଯୋଡି 

ହାତକୁ ଦିହାତ କରି ଦିଅ ପ୍ରଭୁ 

ସର୍ବେ କାନ୍ଦୁଛୁ  ପାଦରେ ପଡି

ଯିଏ ମୋର ନିଜ ଲୋକ

 ଏଇଠୁ  କୁଆଡେ ଯିବି

ଏତ ଜୀବନର ଚାରିଛକ

ନ ବୁଝିଲା ସେ ଅଭିମାନ 

ଯିଏ ମୋର ନିଜ ଲୋକ




Thursday 16 December 2021

ପ୍ରେମିକ ତାଲିକାରେ ରହିଗଲି

 କଣ ଭାବିକି କେଜାଣି ସାଙ୍ଗ

ତୁମକୁ ମନ କଥା କହି ଦେଲି

ତୁମେ  ନିଜର ହେଲନି ସିନା 

ପ୍ରେମିକ ତାଲିକାରେ ରହିଗଲି 




ଦେହ ହାତ ମୋ ବଥା କଲାଣି

 ବଜାରରୁ ଆଣିଲି କଣ୍ଢେଇ କିଣି 

ଖାଲିକରି  ମୋର ପଇସା ମୁଣି

ନଚେଇ ନଚେଇ ସୂତାରେ ତାକୁ 

ଦେହ ହାତ ମୋ ବଥା କଲାଣି 




The learning curve has become stiff

 The learning curve has become stiff 

Guide catheters have been changed

Me and my residents are  comfortable

As if the entire cath lab team is charged 





Wednesday 15 December 2021

This year AIIMS feels too cold !

 Let us  cover it with a blanket

This year AIIMS feels too cold !

Don't worry about the cost 

Each of us is a  pure gold







Tuesday 14 December 2021

ଶବ ଶାନ୍ତିରେ ପାରେନା ଶୋଇ

 ଶାଗୁଣା ଜଗିଲେ ଶବ 

ଶବ ଶାନ୍ତିରେ ପାରେନା ଶୋଇ 

ଚୋର ଜଗିଲେ ଧନ   

ଧନ ଘରେ ପାରେନା ରହି  





 



ହୋଟେଲରେ ମିଳୁଥିଲା ଭାତ

 ହୋଟେଲରେ ମିଳୁଥିଲା  ଭାତ 

ହୋଟେଲେରେ ମିଳୁଥିଲା ମାଉଁସ 

ପଚାରିଲି ହୃଦୟ ଅଛି କି ନାହିଁ 

ମାଲିକ କହିଲା ଛାତିକୁ ଆଉଁସ









ପଥ ଲମ୍ବି ଥାଏ ହାଟ ପର୍ଯନ୍ତ

 ପଥ ଲମ୍ବି ଥାଏ ହାଟ ପର୍ଯନ୍ତ 

ହାଟରେ ସବୁହୁଏ ବିକା କିଣା 

ଯିଏ ମନ କିଣିବାକୁ ଯାଏ 

ସେ ହୋଇଯାଏ ବାଟ ବଣା






ସାଜିଲି ମୁଁ ବହୁରୁପି

 ଦର୍ଶକମାନଙ୍କୁ  ଖୁସି କରିବାକୁ 

ହସଲୁହ ଚାପି  ସାଜିଲି ମୁଁ ବହୁରୁପି 

ହେଲେ ଦେଖିଲ ଯାହାକୁ ଯାହା ମନ 

ମୋ ନାଁରେ ଦେଉଛନ୍ତି ଗପି 




Monday 13 December 2021

ବୋଉ ବାଟ ଚାହିଁ ବସିଥିବ

 ବେଳବୁଡି ଆସି ହେଲାଣି ସଞ୍ଜ

ଆଜି ଆଉ ଖେଳିବାନି ଆଉ 

ବୋଉ ବାଟ ଚାହିଁ ବସିଥିବ 

ବାଲିଘର ଏତିକିରେ ଥାଉ 




କଣ୍ଢେଇଟା ମୋ ହଜିବା ଦିନଠୁଁ

 କଣ୍ଢେଇଟା ମୋ ହଜିବା ଦିନଠୁଁ

ସତରେ କାହିଁ ତ ନ ଲାଗେ ମନ 

ଯିଏ ଫେରେଇବ କଣ୍ଢେଇ ମୋର 

ତାକୁ ନିଶ୍ଚେ ଦେବି ମୁଁ ବହୁ ଧନ





 What shall I assume 

Pawan left singing 

He is not responding 

His phone is ringing

 Let it love to mother or love to love

Let it be a patriotic or prayer to God 

It blossoms  to the supreme beauty

When it touches Pawan's vocal cord  

Sunday 12 December 2021

ସୁବର୍ଣ୍ଣର ସୀତା ଗଢି

 ସୁବର୍ଣ୍ଣର ସୀତା ଗଢି 

ରାମ କଲେ ଅଶ୍ୱମେଧ

ଚିତ୍ରା କଣ ଟାଣିପାରେ  

ଅରୁଦୀପରେ ପୂର୍ଣ୍ଣଛେଦ 




ଯୋଡି ହୁଏନି ମନ

 ଗଡିଯିବ ଦିନ 

ରହିଥିବ ଚିହ୍ନ 

ଭାଙ୍ଗିଗଲେ ଥରେ

ଯୋଡି ହୁଏନି ମନ 




 In your silhouette Pawan

Aru is always heard and felt

When Arudeep is in concert

Audience heart can't but melt

 Pawan you came alone

Aru  did not came

Oh she is in Canada tour[12-12-2021]

She is really really a gem

Saturday 11 December 2021

 What a romantic moment

What a romantic spot

Thanks you photographer 

What a lovely shot 



Otherwise, it is dream

 Otherwise, it is dream 

Everyone wants to cut a cake

When luck gives a smile

Return with a handshake






Friday 10 December 2021

 Love is  the synergy

It  happens  to bind

Arudeep already have 

OMG ! you are so  kind

Thursday 9 December 2021

ପଢିଛ କି କେଉଁ ପୋଥିରେ

 ମାଲିକେ ଯାଇଛନ୍ତି ବିଦେଶ 

ମାଲିକିଆଣି ଅଛନ୍ତି ସାଥିରେ 

କାମବାଲୀ କହେ ମୁଁ କର୍ତ୍ତା

ପଢିଛ କି କେଉଁ ପୋଥିରେ 





Wednesday 8 December 2021

 ପଦ ଅଛି ପାଦ ଅଛି 

ଅଛି ସ୍ୱର ଆଉ ତାଳ

ନାହିଁ ବୋଲି ଅରୁଦୀପ 

ଆଜି ସଂଗୀତ ପାଗଳ 


Tuesday 7 December 2021

The love between two artists ends with concert

 The love between two artists  ends with concert

It is  just skin depth and maximum up their throat 

O my beloved blessed couple the Arudeep

The  true  love between you two far deep into my heart







ଲୋକେ କହନ୍ତି ମୁଁ କୁଆଡେ ମଦୁଆ

 ଲୋକେ କହନ୍ତି ମୁଁ କୁଆଡେ ମଦୁଆ 

ହାତରେ ଦେଖି ମୋ ମଦ ବୋତଲ

ଘରଣୀ ଯାଇଛି  ତା  ବାପ ଘରକୁ 

ଟିକେ ମାରି ଦେଇ ହେଇଛି ମାତାଲ 






Monday 6 December 2021

how much happy

 ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା   

ତୁମେ ଆଜି ଏତେ ପାଖରେ  

ମୋ ଖୁସିର ନ ରହେ ଠିକଣା [୧] 

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ତୋ ବିନା ଲାଗୁଥିଲା କେଡେ ଦୀନହୀନ

ସତେକି ତୁ ମୋର ଗଣ୍ଠି ଆଠଣା[୨]

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ଆଜି ପାଇଛି ମୁ ଏତେ ପାଖେରେ  

ପିନ୍ଧିବି ମୁଁ କରି ବେକ ଗହଣା [୩]

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ଆଖିରେ ଲୁଚାଇ ରଖିବି ତୋତେ 

ଯିଏ ଯେତେ ବଜାଉ ନିନ୍ଦା ବାଜଣା[୪] 

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ଏମିତି ରଖିବି ହୃଦରେ ଲୁଚାଇ 

ଆଉ ହଜିବନି ତୁମ ଠିକଣା [୫] 







ପବନ ବାଟକୁ ଚାହିଁ ଚାହିଁ

 ପବନ ବାଟକୁ ଚାହିଁ ଚାହିଁ 

ବାଲ୍ୟକାଳରୁ ସାଧିଲି ସ୍ୱର 

ତୁଛାରେ ମା ସିନା ରାଗୁଛି 

ପବନ ମୋ ଯୋଗ୍ୟ ବର 




Sunday 5 December 2021

 ପ୍ରଥମେ ମାରିଥିଲ ଆଖି 

ପ୍ରଥମେ ବନ୍ଧୁଥିଲ ଡାକି 

ବିଶ୍ୱାସରେ କଲି ହଁ 

ଚାଲିଗଲା ମୋତେ ଠକି 

ବନ୍ଧୁ ବୋଲି ତୁମେ ନିଜେ ଡ଼ାକିଥିଲ

 ବନ୍ଧୁ ବୋଲି ତୁମେ ନିଜେ ଡ଼ାକିଥିଲ

ପ୍ରତିଶ୍ରୁତି ସାଥିରେ ଚାଲିବ ବୋଲି 

ଏତେ ବାଟ ଆସି ହାତ ଛାଡି ଦେଲ

ଜୀବନ ମୋ ହୋଇଗଲା ମରୁବାଲି 




If it is the first love

 Love is such an exchange 

Shares disease and health

If it is the first love

It is like air in the breath





Saturday 4 December 2021

Look into each other eyes

 Look into each other eyes

How they are crying!

To see Arudeep together

Your fans are dying






ସୂର୍ଯ୍ୟ ଉଉଁ ଥିଲା କୁହୁଡି ଥିଲା

 ସୂର୍ଯ୍ୟ ଉଉଁ ଥିଲା କୁହୁଡି ଥିଲା 

ନିଆଁ ପୁଉଁ ଥିଲେ ବସି ପାଖେ 

ମନେ ପଡିଗଲେ  ପିଲାଦିନ

ସ୍ମୃତି ନୃତ୍ୟ କରେ ଚାରି ପାଖେ   





Blessing you freedom

 Blessing  you freedom

Wish ,you touch the sky

Because I love you 

I would enjoy your fly