A flower with 4 petals
Monday, 13 December 2021
ବୋଉ ବାଟ ଚାହିଁ ବସିଥିବ
ବେଳବୁଡି ଆସି ହେଲାଣି ସଞ୍ଜ
ଆଜି ଆଉ ଖେଳିବାନି ଆଉ
ବୋଉ ବାଟ ଚାହିଁ ବସିଥିବ
ବାଲିଘର ଏତିକିରେ ଥାଉ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment