Saturday 4 December 2021

ସଞ୍ଜ ନଇଁ ଯେବେ ରାତି ହୁଏ

 ସଞ୍ଜ ନଇଁ ଯେବେ ରାତି ହୁଏ 

ତୁମ ବାଡ଼ିରେ ହେନା ଫୁଟେ 

ଝରକା କବାଟ ବନ୍ଦ ଥିଲେ ବି 

ବାସ୍ନା ଆମ ଘରକୁ ଛୁଟେ 






No comments:

Post a Comment