Friday 30 April 2021

Wednesday 28 April 2021

Did you search Google

 Did you search Google 

Because I missed a lot 

Let share the calendar 

 Who has more dots

କରୋନାକୁ ଡରି ମୁଁହ ଢାଙ୍କିବାରୁ

 କରୋନାକୁ ଡରି ମୁଁହ ଢାଙ୍କିବାରୁ 

ସ୍ୱାଭିମାନ ବଡପାଟି କରି କହିଲା 

କାହିଁକି ଦୁର୍ନୀତିକି ଜମା ବି  ଡରୁନ 

ବିବେକ କଣ ତୁଣ୍ଡି ପିନ୍ଧିକି ଶୋଇଲା  

It is never ever the cock

 It is never ever the cock

The hen produces eggs

The lession is for them

Who enjoy more pegs




Saturday 24 April 2021

ପାଖରେ ଏତେ ଜିନିଷ ଥିଲା ତୁମେ ମନଟାକୁ କଲ ଚୋରି

 ପାଖରେ ଏତେ ଜିନିଷ ଥିଲା 

ତୁମେ ମନଟାକୁ କଲ ଚୋରି

ପଡିଗଲେ ଥରେ ଚୂନା ହେବ 

ରଖିବ ଭଲକି ସାଇତି କରି  


Uable to forget the past Hurts like a time bomb

 When honey is stolen 

Bee makes  a new comb

Uable  to forget the past 

Hurts like a time bomb


Friday 23 April 2021

କାହିଁ କେଉଁ ଆଦି କି ଅନାଦି କାଳରୁ ଧରାରେ ବଞ୍ଚିବା ପାଇଁ ଲାଗିଛି ସମର

 କାହିଁ କେଉଁ ଆଦି କି ଅନାଦି କାଳରୁ

ଧରାରେ ବଞ୍ଚିବା ପାଇଁ ଲାଗିଛି ସମର

ମଣିଷ ନୀତି ଗଢେ ଭାଙ୍ଗେ ନିୟମ 

ଇତର ଏବେବି ଅସହାୟ ନାଚାର 


Uploading: 3345408 of 9742437 bytes uploaded.




Thursday 22 April 2021

Wednesday 21 April 2021

Sunday 18 April 2021

Thursday 15 April 2021

ମହୁମାଛି ନଜାଣେ ଶତ୍ରୁ ମିତ୍ର

 ମହୁମାଛି ନଜାଣେ ଶତ୍ରୁ ମିତ୍ର 

ମହୁ ଚୋରକୁ ନିଶ୍ଚୟ ବିନ୍ଧିବ

ଏତେ କଷ୍ଟରେ ତିଆରି କରିଛି 

ଚୋରି କଲେ ତ ତାକୁ ବାଧିବ 





Wednesday 14 April 2021

More you are close to examination More and more you become alone

 More you are close to examination 

More and more you become alone 

When you are in the operation theater 

You are even not allowed cell phone 




Love to stand out

You are  unique 

Love to stand out

When one succeeds 

Most others  dout 









Tuesday 13 April 2021

Sunday 11 April 2021

Your own ability is an express highway

 Your own ability is an express  highway

There is no need to block other's road

Knowingly  never ever harm others

Never would be excused by the God 





Saturday 10 April 2021

ହଁ ମାରିଲେ ମୁଁ ଚାକର

 ଭାଇ ହଁ ମାରିଲେ ମୁଁ ଚାକର 

ଭାଇ ନାଁ କହିଲେ ମୁଁ ବେକାର

ଚାକିରିଆଙ୍କର କେଡେ  ଇଜ୍ଜତ 

ବୁଝୁଥିବ,କହିବା କଣ ଦରକାର 






Didn't know you were a seed

 Didn't know you were a seed

Those  who tried hard to bury

Noticing your growth as tree

They are all very much worry







That springs from the depth The same spreads far and wide

 That springs from the depth 

The same spreads far and wide

A student always peforms well

If the fellow has a good guide




The truth is the most beautiful among them

 Whatever the stuffs life comes across 

Truth is the most beautiful among them

Because the currency is absolute sacrifice 

Whoever does thrive  is of course a gem







Thursday 8 April 2021

ଚେଲା ଯଦି ଭାବି ବସିଲା ତାର ବଢି ଗଲାଣି ଜ୍ଞ୍ୟାନ

 ଚେଲା ଯଦି ଭାବି ବସିଲା 

ତାର ବଢି ଗଲାଣି ଜ୍ଞ୍ୟାନ 

ବିଜ୍ଞ୍ୟାପନ ଦେଇ କହେ 

ନିଜ ଗୁରୁ ତାହାଠୁଁ  ହୀନ 

କଥାରୁ ଝରିପଡ଼େ ମହୁ ଭାବ ଗମ୍ଭୀର ଚାହାଣି

 କଥାରୁ ଝରିପଡ଼େ ମହୁ 

ଭାବ ଗମ୍ଭୀର ଚାହାଣି 

ଦୁର୍ନୀତିଆଙ୍କ ଏ ଲକ୍ଷଣ 

ସାମ୍ନାରୁ ନହୁଏ ଜାଣି

କଳିରେ ଦୁର୍ନୀତି ପ୍ରତକ୍ଷ୍ୟ ଜଣେ ଅନୁଭବି ଯାତ୍ରୀ

 ଅଷ୍ଟପ୍ରହର ଯାକ  ଗହଳି 

ଦିବସ  ଭ୍ରମ ହୁଏ ରାତ୍ରି

କଳିରେ ଦୁର୍ନୀତି ପ୍ରତକ୍ଷ୍ୟ

ଜଣେ ଅନୁଭବି  ଯାତ୍ରୀ

କଥା କାର୍ଯ୍ୟରେ ଯେ ନରଖେ ମେଳ ଭାଇ ତାକୁ ଦେଖିଲେ ଲାଗେ ରାଗ

 ଦଶଟା ପାଦ ହେଲେ କଣ ହେଲା 

କଙ୍କଡା କିନ୍ତୁ ଗତି କରେ ଏକ ଦିଗେ 

କଥା କାର୍ଯ୍ୟରେ ଯେ ନରଖେ ମେଳ

ଭାଇ ତାକୁ ଦେଖିଲେ ଲାଗେ ରାଗ 



Sunday 4 April 2021

Everyone waits for the letter That carries the message yes

 Everyone waits  for the letter 

That carries the message yes 

No one is exempted from entry 

Life is nothing but a kind of race














Time does not renew Distance creates a gap

 Time does not  renew

Distance  creates a gap

The way to be in touch 

Zero cost  mental map 






Saturday 3 April 2021

ସବୁ ଧକା ଧୋକା ଦିଏନି କିଛି ହୋଇଯାଏ ପ୍ରେମ

 ସବୁ ଧକା ଧୋକା ଦିଏନି 

କିଛି ହୋଇଯାଏ ପ୍ରେମ 

ହେଲମେଟ ପିନ୍ଧି ନଥିଲେ 

ସିଧା ଉଠେଇ ନିଏ ଯମ






Rather one never remains fast The hero knows how to cook

 The exact definition of beauty

Neither the attire nor the look 
 
Rather one never remains fast 
 
The hero knows how to cook

 

May be an image of flower, grass and nature

What touches our heart Leaves a own autograph

What touches our heart
Leaves a own autograph
The moment is valuable
The witness is photograph
 
May be an image of flower, tree and nature
 
 

We are living in a virtual world

 Whatever information we get 

Most of these are chat or photo

We are living in a virtual world
 
Risky to travel in shared auto
 
 

 

Thursday 1 April 2021

ତୁମ କ୍ଷମତାର କି ପ୍ରଭାବ ଆଖି ଥାଉଥାଉ ହେଲି ଅନ୍ଧ

 ତୁମ କ୍ଷମତାର କି ପ୍ରଭାବ
ଆଖି ଥାଉଥାଉ ହେଲି ଅନ୍ଧ
ଶୁଣିଲି ତୁମେ ପଳାଉଛ
ମୋ ଭାଗ୍ୟଟା କେଡେ ମନ୍ଦ