Thursday 8 April 2021

କଥାରୁ ଝରିପଡ଼େ ମହୁ ଭାବ ଗମ୍ଭୀର ଚାହାଣି

 କଥାରୁ ଝରିପଡ଼େ ମହୁ 

ଭାବ ଗମ୍ଭୀର ଚାହାଣି 

ଦୁର୍ନୀତିଆଙ୍କ ଏ ଲକ୍ଷଣ 

ସାମ୍ନାରୁ ନହୁଏ ଜାଣି

No comments:

Post a Comment