Saturday 24 April 2021

ପାଖରେ ଏତେ ଜିନିଷ ଥିଲା ତୁମେ ମନଟାକୁ କଲ ଚୋରି

 ପାଖରେ ଏତେ ଜିନିଷ ଥିଲା 

ତୁମେ ମନଟାକୁ କଲ ଚୋରି

ପଡିଗଲେ ଥରେ ଚୂନା ହେବ 

ରଖିବ ଭଲକି ସାଇତି କରି  


No comments:

Post a Comment