ଦଶଟା ପାଦ ହେଲେ କଣ ହେଲା
କଙ୍କଡା କିନ୍ତୁ ଗତି କରେ ଏକ ଦିଗେ
କଥା କାର୍ଯ୍ୟରେ ଯେ ନରଖେ ମେଳ
ଭାଇ ତାକୁ ଦେଖିଲେ ଲାଗେ ରାଗ
No comments:
Post a Comment