Wednesday 28 April 2021

କରୋନାକୁ ଡରି ମୁଁହ ଢାଙ୍କିବାରୁ

 କରୋନାକୁ ଡରି ମୁଁହ ଢାଙ୍କିବାରୁ 

ସ୍ୱାଭିମାନ ବଡପାଟି କରି କହିଲା 

କାହିଁକି ଦୁର୍ନୀତିକି ଜମା ବି  ଡରୁନ 

ବିବେକ କଣ ତୁଣ୍ଡି ପିନ୍ଧିକି ଶୋଇଲା  

No comments:

Post a Comment