Only those give
They may get
Love may happen
Who deserve a date
ଜାଣିଲୁ ସାଙ୍ଗ ଆଖି ଦୁଇଟା ଭରିଗଲା
ଜାଣିଲୁ ସାଙ୍ଗ ଭରିଗଲା ଦୁଆଟା କାନ
ଜାଣିଲୁ ସାଙ୍ଗ ହୃଦୟ ବି ଭରିଗଲା
କି ସୁନ୍ଦର ଗାଉଛନ୍ତି ଅରୁ ଆଉ ପବନ
ଘଞ୍ଚ ଜଙ୍ଗଲ ମଝିରେ ହାତ ଛାଡି ଦେଲ
ଯେଉଁଠି କେବଳ ପାହାଡ଼ ଝରଣା ଗଛ
ନିଶ୍ଵାସ ବିଶ୍ୱାସ ମିଶାଇ ଯାହା କହିଥିଲ
ସତରେ କଣ ସବୁଥିଲା ଡାହା ମିଛ
Just hearing is like a dream
Just seeing like is an information
Performing is like research
Result is the confirmation
Believe like anyone else
Our own blood is warm
Anyone who is talent
Let be everyone's charm [1]
If your own blood is warm
How mine would be cold
If you don't have cold allergy
Feel thyself if that bold [2]
Lunch is bread or rice
We are so much in common
For anyone else silly mistakes
Stop sending funny summon[3]
ବାହାରେ ମାଘର ହାଡଥରା ଶୀତ
ଚାରିଆଡେ ଗ୍ରୀଷ୍ମର ପ୍ରବଳ ଝାଞ୍ଜି
ଜରାୟୁର ଘନ ଅନ୍ଧାରର ଯେଉଁ ଶାନ୍ତି
ଆଲୋକ ତୁମେ ନ ପାରିବ ବୁଝି [୧]
ଉଠୁ ଖାଇବୁ ଉଠୁ ଖାଇବୁ ଧନ
ନିଦରେ ଆଖି ହେଉଥାଏ ମୁଜି
ବୋଉଲୋ ତୁ କେତେ ମନେ ପଡୁ
ଆଜି ପାଖେଥିଲେ ପାରନ୍ତୁ ବୁଝି [୨]
ଚାରିଆଡେ ଲୋକଙ୍କ କି ଭିଡ଼
ପୁଣି ବି ଆଖି ବୁଲୁଥାଏ ଖୋଜି
କାହିଁକି ଯେ ଏତେ ମନେ ପଡ
କେବେ ବି ପାରେନି ବୁଝି [୩]
ମନୋରଞ୍ଜନର ନାହିଁ ଅଭାବ
ତଥାପି ଫୁଟେ ଆତସ ବାଜି
ଆଉ କେତେ ପ୍ରଦୂଷଣ ଲୋଡ଼ା
ଲୋକ ପାରନ୍ତିନି ଜମା ବୁଝି [୪]
ଦିମୁଠା ଭାତରେ ପେଟ ପୁରେ
କିଛି ମଦରେ ଯାନ୍ତି ମଜ୍ଜି
ଵିଭାହିତ କାହିଁକି ଶାନ୍ତି ଖୋଜେ
ଅବିବାହିତ କଣ ପାରିବ ବୁଝି[୫]
କେବେ ହସି ହସି ପେଟ ବଥା
କେବେ ଆଖି ଲୁହରେ ଯାଏ ଭିଜି
କେବଳ ବଞ୍ଚିବାକୁ ଯେ ଭଲପାଏ
କେବେ ତ ନ ପାରେ ବୁଝି [୬]
ଚାରିଆଡେ ନୀରବତା ଆଉ ନୀରବତା
ଆଲୋ କୋଇଲି ତୋର କଣ ହୋଇଛି
ସଜଫୁଟା ମଲ୍ଲୀଫୁଲ ମୁହେଁ ନାହିଁ ହସ
ମନଟା କଣ କିଏ ଚୋରେଇ ନେଇଛି
ବଡ ହୋଟେଲରେ ଯିଏ ବାସନ ଧୁଏ
ଭୋକ ଆତୁରେ ଖାଇଯାଏ ଅଇଁଠା
ଶ୍ରୀହୃଦେ ଶ୍ରୀବତ୍ସ ପାଦ ପ୍ରହାରିଲା
ପ୍ରଭୁଙ୍କୁ ଲାଗିଲା ପ୍ରଥମାଷ୍ଟମୀ ଗଇଁଠା
ହୃଦୟେ ରଖିଲେ ଯତନେ ସାଇତି
ବେଳେ ବେଳେ ଦେଖିବାକୁ ଇଛା ହୁଏ
କାଳେ ଦେଖିଲେ କିଏ କଣ ଭାବିବ
ନିଶ୍ଚେ ପଢିବ ପଠେଇଲି ଚିଠିଟିଏ
Now Aru is away
Focus only singing
It is challenge for you
Everywhere ringing [1]
Forget about Chitra
She has acted with many
She may be beautiful
She is not your honey[2]
Aru is portable cool water
There is not at all dirt
Chitra is sugar water
Would increase your thirst [3]
To achieve a great level
It needs great sacrifice
Before ignoring Aru
Think Boss twice [4]
A few words from my corner of heart
You got down here
Did your stop come ?
Our berth was different
The buggy was same[1]
To find my strength
You worked hard
Could you measure ?
How much I had [2]
I am writing it in Odia
How much I'm bad ?
Let you know Madam
Who is my guard[3]
It is here
"ହାତରେ ମୋ ଖୁଆଦଣ୍ଡ
ଆଖିରେ ମୋର ଲହୁଣୀ
କାନରେ ମୋ ବଂଶୀ ସ୍ୱର
ଦେହ ମୋ ନନ୍ଦ ଘରଣୀ"
Wish you a happy life
The learning curve has become stiff
Guide catheters have been changed
Me and my residents are comfortable
As if the entire cath lab team is charged
Let us cover it with a blanket
This year AIIMS feels too cold !
Don't worry about the cost
Each of us is a pure gold
ଦର୍ଶକମାନଙ୍କୁ ଖୁସି କରିବାକୁ
ହସଲୁହ ଚାପି ସାଜିଲି ମୁଁ ବହୁରୁପି
ହେଲେ ଦେଖିଲ ଯାହାକୁ ଯାହା ମନ
ମୋ ନାଁରେ ଦେଉଛନ୍ତି ଗପି
The love between two artists ends with concert
It is just skin depth and maximum up their throat
O my beloved blessed couple the Arudeep
The true love between you two far deep into my heart
ଚାହିଁ ବସିଥିଲି ଆଖିକୁ ବିଛେଇ
ଶୁଣି ସହି କେତେ ନିନ୍ଦା ଗଞ୍ଜଣା
ତୁମେ ଆଜି ଏତେ ପାଖରେ
ମୋ ଖୁସିର ନ ରହେ ଠିକଣା [୧]
ଚାହିଁ ବସିଥିଲି ଆଖିକୁ ବିଛେଇ
ଶୁଣି ସହି କେତେ ନିନ୍ଦା ଗଞ୍ଜଣା
ତୋ ବିନା ଲାଗୁଥିଲା କେଡେ ଦୀନହୀନ
ସତେକି ତୁ ମୋର ଗଣ୍ଠି ଆଠଣା[୨]
ଚାହିଁ ବସିଥିଲି ଆଖିକୁ ବିଛେଇ
ଶୁଣି ସହି କେତେ ନିନ୍ଦା ଗଞ୍ଜଣା
ଆଜି ପାଇଛି ମୁ ଏତେ ପାଖେରେ
ପିନ୍ଧିବି ମୁଁ କରି ବେକ ଗହଣା [୩]
ଚାହିଁ ବସିଥିଲି ଆଖିକୁ ବିଛେଇ
ଶୁଣି ସହି କେତେ ନିନ୍ଦା ଗଞ୍ଜଣା
ଆଖିରେ ଲୁଚାଇ ରଖିବି ତୋତେ
ଯିଏ ଯେତେ ବଜାଉ ନିନ୍ଦା ବାଜଣା[୪]
ଚାହିଁ ବସିଥିଲି ଆଖିକୁ ବିଛେଇ
ଶୁଣି ସହି କେତେ ନିନ୍ଦା ଗଞ୍ଜଣା
ଏମିତି ରଖିବି ହୃଦରେ ଲୁଚାଇ
ଆଉ ହଜିବନି ତୁମ ଠିକଣା [୫]
ବନ୍ଧୁ ବୋଲି ତୁମେ ନିଜେ ଡ଼ାକିଥିଲ
ପ୍ରତିଶ୍ରୁତି ସାଥିରେ ଚାଲିବ ବୋଲି
ଏତେ ବାଟ ଆସି ହାତ ଛାଡି ଦେଲ
ଜୀବନ ମୋ ହୋଇଗଲା ମରୁବାଲି
Love is such an exchange
Shares disease and health
If it is the first love
It is like air in the breath